#LiverJaundiceinChildren #OdiaHealthTips
ଲିଭର ଜଣ୍ଡିସ୍ ହେଲେ ଆଖିର ଧଳାଭାଗ, ଜିଭ, ହାତ ପାଦ ଆଦି ହଳଦିଆ ପଡ଼ିଯାଏ, ଏହାଛଡ଼ା ଭୋକ ମଧ୍ୟ ଲାଗିନଥାଏ। ହେଲେ ଛୋଟ ପିଲାଙ୍କଠାରେ ଲିଭର ଜଣ୍ଡିସ୍ ହୋଇଥାଏ କି? ପିଲାଙ୍କୁ ଜଣ୍ଡିସ୍ ହେଲେ କେମିତି ଭଲ ହେବ? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ କୁମାର ଅଗସ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ପିଲାମାନଙ୍କୁ ଲିଭର ଜଣ୍ଡିସ୍ ହେବାର କାରଣ କ’ଣ? (0:00)
ପିଲାମାନଙ୍କୁ ଜଣ୍ଡିସ୍ ହେଲେ କେମିତି ଜାଣିବେ? (4:30)
କେମିତି ଭଲ ହେବ ପିଲାଙ୍କଠାରେ ଲିଭର ଜଣ୍ଡିସ୍? (5:41)
ପିଲାଙ୍କୁ ଲିଭର ଜଣ୍ଡିସ୍ ହେଲେ ସେମାନଙ୍କୁ କ’ଣ ଖାଇବାକୁ ଦେବେ? (8:02)
କ’ଣ କଲେ ପିଲାଙ୍କୁ ଲିଭର ଜଣ୍ଡିସ୍ ହେବ ନାହିଁ? (9:15)
Liver jaundice occurs when excess bilirubin accumulates in the blood due to impaired liver function. It leads to yellowing of the skin and eyes, dark urine, pale stools, fatigue, nausea, and loss of appetite. But what causes Liver Jaundice in Children? How to treat Liver Jaundice in Children? Let’s know more from Dr Ananta Kumar Agasti, a Gastroenterologist.
In this Video,
What causes Liver Jaundice in Children? in Odia (0:00)
Symptoms of Liver Jaundice in Children, in Odia (4:30)
Treatment of Liver Jaundice in Children, in Odia (5:41)
Diet during Liver Jaundice in Children, in Odia (8:02)
Prevention of Liver Jaundice in Children, in Odia (9:15)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!