ଏହି ସବୁ ବଦଭ୍ୟାସ ଛାଡ଼ନ୍ତୁ, କିଡନୀକୁ ସୁସ୍ଥ ରଖନ୍ତୁ

ଆଜିକାଲି କମ୍‌ ବୟସରୁ କିଡ଼ନୀ ସମସ୍ୟାର ଶିକାର ହେଉଛନ୍ତି। ଭାରତରେ ୧୦ରୁ ଗୋଟିଏ ବ୍ୟକ୍ତି କିଡନୀ ସମସ୍ୟାରେ ପୀଡ଼ିତ ଅଛନ୍ତି। ଯଦି କିଡନୀକୁ ସୁସ୍ଥ ରଖିବାକୁ ହେଲେ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ କରିବାକୁ ହେବ।

କିଡନୀ ରୋଗ ଲୋକଙ୍କ ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ସାଧାରଣତଃ ଲୋକେ ଏହା ଉପରେ ଏତେ ଧ୍ୟାନ ଦେଇନଥାନ୍ତି। ଯେତେବେଳେ ରୋଗ ଗମ୍ଭୀର ହୁଏ ସେତେବେଳେ ରୋଗ ସମ୍ପର୍କରେ ରୋଗୀ ଜାଣିପାରିଥାଏ। ରୋଗର ଲକ୍ଷଣ ଜାଣିବା ବେଳକୁ ବିଳମ୍ବ ହୋଇଯାଇଥାଏ। ସେଥିପାଇଁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତଙ୍କୁ ଯାଞ୍ଚ କରି ଠିକ ସମୟରେ ରୋଗୀର ଚିକିତ୍ସା କରିନେବା ଉଚିତ। ଏବଂ କିଛିଟା ବଦଭ୍ୟାସ ଯେତେ ଶୀଘ୍ର ବଦଳାଇ ପାରିବେ ସେତେ ଭଲ। ଜାଣନ୍ତୁ ସେ ଅଭ୍ୟାସଗୁଡ଼ିକ କ’ଣ?

ଶରୀର ପାଇଁ ନିଦ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। କିଡନୀର ପରିଚାଳନା ଆମ ଶରୀର ପାଇଁ ନିହାତି ଜରୁରୀ। ନିଦ ଠିକ୍‌ ଭାବରେ ହେଲେ ଏହା କିଡନୀ ଉପରେ ପଡ଼ିଥାଏ।

Alcohol

ଅଧିକ ମାତ୍ରାରେ ମଦ୍ୟପାନ: ନିୟମିତ ଭାବେ ମଦ୍ୟପାନ ବା ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଏହା ଆମ କିଡନୀ ଉପରେ ଖରାପ ପ୍ରଭାବ ପକାଇ ଥାଏ। ଅଧିକ ମାତ୍ରାରେ ମଦ୍ୟପାନ କେବଳ କିଡନୀ ନୁହେଁ ଲିଭର୍‌ ଉପରେ ବି ପଡ଼ିଥାଏ।

ବ୍ଲଡପ୍ରେସର କମ୍‌ ବା ବେଶୀ ହେଲେ: ଉଚ୍ଚ ରକ୍ତଚାପ (ହାଇ ବ୍ଲଡପ୍ରେସର) କିଡନୀ ପାଇଁ ହାନିକାରକ। ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତକୋଷିକା ଉପରେ ପ୍ରଭାବ ପଡ଼ିଥାଏ। ଯଦି ବିପି ସମସ୍ୟା ରହୁଛି ତେବେ ଠିକ୍‌ ସମୟରେ ଏହାର ଉପଚାର କରିବା ଆବଶ୍ୟକ। ଏଥିପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ।

water

ଅଧିକ ଓ କମ୍‌ ମାତ୍ରାରେ ପାଣି ପିଇବା: ପାଣିର ମାତ୍ରା ଅଧିକ ହେଉ ବା କମ୍‌ ଏହା ଶରୀର ପାଇଁ କ୍ଷତିକାରକ। ବହୁତ କମ୍‌ ପାଣି ପିଇଲେ କିଡନୀରେ ଛାଣି ହେବା ପ୍ରକ୍ରିୟା ଧିମା ପଡ଼ିଥାଏ। ଏବଂ ଅଧିକ ପାଣି ପିଇଲେ କିଡିନୀରେ ଚାପ ପଡ଼ିଥାଏ। ଶରୀରର ଆବଶ୍ୟକତା ଅନୁସାରେ ଗୋଟେ ଦିନରେ ଦେଢ଼ରୁ ଦୁଇ ଲିଟର ପାଣି ପିଇବା ଆବଶ୍ୟକ।

medicine

ଅଧିକ ମେଡିସିନ୍‌ ସେବନ: ଅଧିକ ମେଡିସିନ୍‌ର ସେବନ କିଡନୀ ପାଇଁ କ୍ଷତିକାରକ। ଯଦି ଲମ୍ବା ସମୟ ଧରି ପେନ୍‌ କିଲର୍‌ ସେବନ କରିବେ ଏହା କିଡନୀ ପାଇଁ କ୍ଷତିକାରକ। ଯଦି ମୁତ୍ର ସଂକ୍ରମଣ ହେଉଛି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ମୁତ୍ର ରୋକିଲେ: ଅଧିକ ସମୟ ଧରି ମୁତ୍ର ରୋକିଲେ କିଡନୀ ସମସ୍ୟା ଦେଖାଦିଏ।

Share post:

Popular

RELATED
Related

ऑर्काइटिस के सामान्य लक्षण क्या हैं? | Symptoms of Orchitis | Dr Anshul Agrawal | #Shorts

#OrchitisSymptoms #HindiHealthTips #YouTubeShorts Subscribe Now & Live a Healthy Life! स्वास्थ्य प्लस नेटवर्क अपने दर्शकों को चिकित्सा सलाह प्रदान नहीं करता है। स्वास्थ्य प्लस नेटवर्क पर उपलब्ध वीडियो/सामग्री केवल सूचनात्मक उद्देश्यों के लिए है, और यह डॉक्टर/स्वास्थ्य के क्षेत्र से जुड़े एक्सपर्ट द्वारा दिए जाने वाले निर्णय का विकल्प नहीं है। अपने स्वास्थ्य संबंधी मामलों के लिए सदैव किसी योग्य स्वास्थ्य पेशेवर से परामर्श लें। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. स्वास्थ्य और जीवन शैली पर आधारित डिजिटल प्लेटफॉर्म 'स्वास्थ्य प्लस' से जुड़ने के लिए हमारे यूट्यूब चैनल (https://www.youtube.com/SwasthyaPlusHindi) को सब्सक्राइब करें। नए वीडियो की नोटिफिकेशन पाने के लिए बेल आइकॉन पर क्लिक करें। For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusHindi). For feedback and business inquiries/ organise a doctor interview, contact Swasthya Plus Hindi at [email protected] Swasthya Plus Hindi, the leading destination serving in India for Health Tips in Hindi on health, hygiene, nutrition, lifestyle, and more!

କାହାକୁ ଗର୍ଭାବସ୍ଥାରେ ଆନେମିଆ ହେବାର ଆଶଙ୍କା ରହିଛି?|Anaemia in Pregnancy: Who is at Risk?|Dr Monica Gupta

#PregnancyAnaemia #OdiaHealthTips #YouTubeShorts Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

તમારા વાળની સંભાળ કેવી રીતે રાખવી? | How to take care of your Hair? | Dr Manal Dave Pandya | #Shorts

#HairCare #GujaratiHealthTips #YouTubeShorts Subscribe Now & Live a Healthy Life! સ્વાસ્થય પ્લસ નેટવર્ક તબીબી સલાહ આપતું નથી. સ્વાસ્થય પ્લસ નેટવર્ક પરની સામગ્રી માત્ર માહિતીના હેતુઓ માટે છે, અને તે ડૉક્ટર/આરોગ્ય વ્યાવસાયિકના વ્યાવસાયિક નિર્ણયનો વિકલ્પ નથી. તમારી સ્વાસ્થ્યની ચિંતાઓ માટે હંમેશા લાયક આરોગ્ય વ્યાવસાયિકની સલાહ લો. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusGujarati For feedback and business inquiries/ organise a doctor interview, contact Swasthya Plus Gujarati at [email protected] Swasthya Plus Gujarati, the leading destination serving you with Health Tips in Gujarati on health, hygiene, nutrition, lifestyle, and more!

Which foods are good for healthy Skin? | Rakshita Mehra | #Shorts

#HealthySkinDiet #HealthTips #YouTubeShorts Subscribe Now & Live a Healthy Life! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/ health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusEnglish For feedback and business inquiries/ organise a doctor interview, contact Swasthya Plus English at [email protected] Swasthya Plus English is an emerging destination serving you with Health Tips in English on health, hygiene, nutrition, lifestyle, and more!