#BabyDiaperRash #OdiaHealthTips #DoctorAdvice
ଅଧିକ ସମୟ ଡାଇପର ପିନ୍ଧିବା ଦ୍ୱାରା ଶିଶୁଙ୍କ ମୂତ୍ରାଶୟ ଓ ପିଚାରେ ଛୋଟ ଛୋଟ ନାଲି ନାଲି ହୋଇ ଫଳିଯାଏ। ଏହାକୁ ଚର୍ମରୋଗ ବା ରାସେସ୍ ବୋଲି କୁହାଯାଏ। ଏହି ରାସେସ୍ରେ ପିଲାଙ୍କର ଝାଳ ବା ପରିସ୍ରା ବାଜିଲେ କୁଣ୍ଡାଇ ହୁଏ ବା ପୋଡ଼େ। ଫଳରେ ପିଲାମାନେ କାନ୍ଦିଥାଆନ୍ତି। ତେବେ ଛୋଟ ପିଲାଙ୍କର ଡାଇପର ପିନ୍ଧିବା ଯୋଗୁଁ ରାସେସ୍ ହେଲେ କ’ଣ କରିବେ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
Diaper rash is a common form of inflamed skin that appears as a patchwork of bright red skin on your baby’s bottom. These rashes are irritating or swollen the skin, and some are itchy, red, painful, and irritated. So what to do if you have rashes due to wearing diapers for a baby? Let’s know more from Dr Kanhu Panda, a Paediatrician.
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!