#SkinCare #OdiaHealthTips #DoctorAdvice
ଏକ୍ଜିମା ଏକ ପ୍ରକାର ଚର୍ମ ରୋଗ। ଏହା ହେଲେ ତ୍ୱଚାରେ ନାଲି ପଡ଼ିଯିବା, କୁଣ୍ଡାଇ ହେବା, ଯାଦୁ ଭଳି ଚାରିପାଖରେ ଘା’ ହୋଇଯିବା ଭଳି ଲକ୍ଷଣ ଦେଖାଦିଏ। ତେବେ ଏକ୍ଜିମା କାହିଁକି ହୁଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଏକ୍ଜିମା କ’ଣ ଓ ଏହା କାହିଁକି ହୁଏ? (0:00)
ଏକ୍ଜିମାର ପ୍ରକାର (1:15)
ଏକ୍ଜିମାର ଲକ୍ଷଣ କ’ଣ? (2:05)
ଏହାର ଚିକିତ୍ସା କ’ଣ? (3:32)
ଏକ୍ଜିମାକୁ ରୋକିବେ କିପରି? (5:01)
ଏକ୍ଜିମା ହେଉଥିଲେ ଘରୋଇ ଉପଚାର କେତେ ସୁରକ୍ଷିତ? (6:06)
Eczema symptoms include itchy, red, and dry skin caused by inflammation. So why does eczema happen? What is the main cause of eczema? Let’s know more from Dr Kumar Abhishek, a Dermatologist.
In this Video,
What is eczema and why does it happen? (0:00)
Type of eczema (1:15)
Symptoms of eczema (2:05)
Treatment of eczema (3:32)
Prevention of eczema (5:01)
How safe are home remedies for eczema? (6:06)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!