#OmicronVariant #OdiaHealthTips #DoctorAdvice
ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କୋଭିଡ୍ର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ଦେଶରେ ଚିନ୍ତା ବଢ଼ାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ୍ର ଲକ୍ଷଣ ଏବଂ ଗମ୍ଭୀରତା ଉପରେ ଗବେଷଣା ଏବେ ବି ଜାରି ରହିଛି। ତେବେ ଏହାର ଭୟାବହତା ଓ ଏଥିରୁ କିପରି ସତର୍କ ରହିବେ? ସେନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଓମିକ୍ରନ୍ର ସ୍ଥିତି (0:00)
ଓମିକ୍ରନ୍ର ଲକ୍ଷଣ କୋଭିଡ୍ ଭଳି ସମାନ ନା ଭିନ୍ନ? (1:38)
କେତେ ଘାତକ ହୋଇପାରେ ଓମିକ୍ରନ୍? (3:19)
ଓମିକ୍ରନ୍ କୋଭିଡ୍ର ଶେଷ ଭାରିଏଣ୍ଟ କି? (4:50)
ଓମିକ୍ରନ୍ରୁ ସତର୍କ ରହିବେ କିପରି? (6:12)
ଓମିକ୍ରନ୍ ଷ୍ଟ୍ରେନ୍କୁ ସାମ୍ନା କରିବା ପାଇଁ ଓଡ଼ିଶା କେତେ ପ୍ରସ୍ତୁତ? (9:52)
COVID’s new variant Omicron was first reported to WHO from South Africa has raised concerns around the country. So far, four cases have been detected with the Omicron variant in Odisha. So what is the current situation of Omicron variant? How to stay safe from Omicron? Let’s find out what Prof Dr Jayanta Kumar Panda, Medicine Specialist, has to say.
In this Video,
Situation of omicron virus (0:00)
Are the symptoms of omicron as same as COVID? (1:38)
How fatal can omicron? (3:19)
Is Omicron is the last variant of COVID? (4:50)
How to stay safe from Omicron? (6:12)
Is Odisha ready to face Omicron? (9:52)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!