#StressManagement #OdiaHealthTips
ଜଣେ ବ୍ୟକ୍ତି ଜୀବନରେ କେବେ ନା କେବେ ଷ୍ଟ୍ରେସ୍ର ସମ୍ମୁଖୀନ ହୋଇଥାଆନ୍ତି। ମାନସିକ ଚାପ ହେଉଛି ଏକ ଭାବନା ଯାହା କୌଣସି ଘଟଣା କିମ୍ବା ଚିନ୍ତାଧାରାରୁ ସୃଷ୍ଟି ହୋଇଥାଏ। ଏହା ଅତ୍ୟନ୍ତ ସାଧାରଣ, କିନ୍ତୁ ଦୀର୍ଘ ସମୟ ଧରି ଚାପ ଅନୁଭବ କରିବା ଜଣେ ବ୍ୟକ୍ତି ପାଇଁ କ୍ଷତିକାରକ ହୋଇପାରେ। ତେବେ ଷ୍ଟ୍ରେସ୍କୁ ପରିଚାଳନା କିପରି କରିବେ? ଏନେଇ ଆସନ୍ତୁ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱୟଂ ପ୍ରଭା ବରାଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ମାନସିକ ଚାପ ବା ଷ୍ଟ୍ରେସ୍ (0:00)
ଷ୍ଟ୍ରେସ୍, ଏଙ୍ଗ୍ଜାଇଟି ଓ ଟେନ୍ସନ୍ ମଧ୍ୟରେ ଫରକ କ’ଣ? (1:09)
ବର୍ତ୍ତମାନ ସମୟରେ ଷ୍ଟ୍ରେସ୍ କାହିଁକି ବଢୁଛି? (2:09)
ଷ୍ଟ୍ରେସ୍କୁ ଚିହ୍ନିବେ କିପରି? (2:44)
କେତେବେଳେ ମନସ୍ତତ୍ୱବିତ୍ଙ୍କୁ ପରାମର୍ଶ କରିବେ? (5:11)
ମାନସିକ ଚାପର ଚିକିତ୍ସା (6:23)
ଷ୍ଟ୍ରେସ୍ରେ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କିପରି କରିବେ? (11:11)
Stress is something all of us end up facing at least once in our lives, for various reasons. However, when stress increases to a point where it starts having a large negative impact on one’s life, it is important to understand how to manage it effectively. Let’s know more from Dr Swayam Prava Baral, Psychiatrist.
In this Video,
What is stress? in Odia (0:00)
What is the difference between stress, anxiety, and tension? in Odia (1:09)
Why is stress so high nowadays? in Odia (2:09)
Recognizing stress, in Odia (2:44)
When to consult a Psychiatrist? in Odia (5:11)
What are the available treatments? in Odia (6:23)
What can someone do if they witness someone else experiencing stress around them? in Odia (11:11)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!