#EyeCancer #OdiaHealthTips
ହୁଏତ ଆମେ ସମସ୍ତେ ଅନ୍ୟ ସବୁ କ୍ୟାନ୍ସର ବିଷୟରେ ଅବଗତ ଥିବା। ହେଲେ ଆଖିରେ କ୍ୟାନ୍ସର ବିଷୟରେ ଅଳ୍ପ ବହୁତେ ଜାଣିଥିବା। ତେବେ ଚକ୍ଷୁ କର୍କଟ କାହିଁକି ହୁଏ? କେଉଁ ବୟସରେ ଏହା ହୋଇପାରେ? ପ୍ରାଥମକି ଅବସ୍ଥାରେ ଏହାକୁ ଚିହ୍ନିବା କିପରି ଓ ଏହାର ଚିକିତ୍ସା ବିଷୟରେ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଦେବଜ୍ୟୋତି ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଚକ୍ଷୁ କର୍କଟ କ’ଣ? (0:00)
ଆଖିରେ କର୍କଟ ହେବାର କାରଣ କ’ଣ? (1:36)
ଛୋଟ ପିଲାଙ୍କଠାରେ ଚକ୍ଷୁ କର୍କଟକୁ ଚିହ୍ନିବେ କିପରି? (4:04)
ଏହାର ପରୀକ୍ଷା ଓ ଚିକିତ୍ସା (10:25)
ଅଲଗା କ୍ୟାନସର ଭଳି ଏଥିରେ କେମୋଥେରାପି ଦରକାର କି? (15:01)
ଚିକିତ୍ସା ପରେ ଆଖିର ଯତ୍ନ କେମିତି ନେବେ? (15:32)
ଚକ୍ଷୁ କର୍କଟକୁ ରୋକି ହେବ କି? (16:14)
Retinoblastoma is a cancer of the retina. Why does eye cancer occur? How to detect eye cancer early? Let’s know more from Dr Devjyoti Tripathy, an Ocular Oncologist.
In this Video,
What is Eye Cancer? in Odia (0:00)
Causes of Eye Cancer, in Odia (1:36)
How to detect Eye Cancer in children? in Odia (4:04)
Diagnosis & treatment of Eye Cancer, in Odia (10:25)
Does Eye Cancer need chemotherapy like other cancers? in Odia (15:01)
How to take care of eyes after treatment? in Odia (15:32)
Prevention of Eye Cancer, in Odia (16:14)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!