#CervicalSpondylitis #OdiaHealthTips
ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍ ଏକ ପ୍ରକାର ବେକ ବିନ୍ଧା! ସାଧାରଣତଃ ବୟସ ବଢ଼ିଲେ ଏହା ହୋଇଥାଏ। ଆସନ୍ତୁ ବିଶିଷ୍ଟ ପେନ୍ ଏବଂ ସ୍ପାଇନ୍ ସ୍ପେଶାଲିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍ର (ବେକ ବିନ୍ଧା) କାରଣ (0:00)
ବେକ ବିନ୍ଧାର କାରଣ ଜାଣିବା ପାଇଁ ପରୀକ୍ଷଣ (5:33)
ବେକ ବିନ୍ଧାର ଚିକିତ୍ସା (6:48)
Cervical Spondylitis is a type of degenerative disease that affects the cervical spine or neck. Cervical Spondylitis results from wear and tear on the spinal discs and vertebrae, often due to aging or repetitive stress. Cervical spondylitis can lead to neck pain, neck stiffness, and reduced mobility in the neck. How to treat Cervical Spondylitis / Neck Pain? Let’s know more from Dr Rajendra Sahoo, Pain and Spine Specialist.
In this Video,
Cause of Cervical Spondylitis / Neck Pain, in Odia (0:00)
Diagnosis of Cervical Spondylitis / Neck Pain, in Odia (5:33)
Treatment of Cervical Spondylitis, in Odia (6:48)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!