#HearingLoss #OdiaHealthTips
ଶ୍ରବଣ ସମସ୍ୟା ବା ହିୟରିଂ ଲସ୍ ଅର୍ଥାତ୍ କାନକୁ ଅଳ୍ପ କିମ୍ବା ସମ୍ପୂର୍ଣ୍ଣ ଭାବରେ ଶୁଭା ନଯିବା। ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା, ସବୁ ବୟସର ବ୍ୟକ୍ତି ଶ୍ରବଣଜନିତ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି। କେତେକ ଶିଶୁଙ୍କଠାରେ ଜନ୍ମରୁ ଶ୍ରବଣ ମନ୍ଦତା ଥିବା ବେଳେ କେତେକ ଲୋକ ନିଜ ବୃତ୍ତିଗତ କାର୍ଯ୍ୟ ଯେପରିକି ଶବ୍ଦ ବହୁଳ ସ୍ଥାନରେ କାମ କରିବା ଯୋଗୁଁ ଶ୍ରବଣ ଜନିତ ସମସ୍ୟାର ଶୀକାର ହୋଇଥାଆନ୍ତି। ଆସନ୍ତୁ, ପ୍ରଫେସର ସତ୍ୟ ମହାପାତ୍ରଙ୍କଠାରୁ ଜାଣିବା ଶ୍ରବଣ ସମସ୍ୟା, ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ।
ଏହି ଭିଡିଓରେ ରହିଛି,
ଶ୍ରବଣ ପରୀକ୍ଷା କରିବା କାହିଁକି ଜରୁରୀ? (0:00)
ଶବ୍ଦ ବହୁଳ ଅଞ୍ଚଳରେ କାର୍ଯ୍ୟ କରୁଥଲେ ଶ୍ରବଣ ସମସ୍ୟା ହୋଇପାରେ କି? (1:01)
ହେଡ୍ ଫୋନ୍ ଏବଂ ଇୟର ଫୋନ୍ ବ୍ୟବହାର ବେଳେ ସତର୍କତା (4:00)
ଶ୍ରବଣ ଜନିତ ସମସ୍ୟା ହେଲେ ଏହାର ଚିକିତ୍ସା କ’ଣ? (5:36)
ହିୟରିଂ ଯନ୍ତ୍ରର ଆବଶ୍ୟକତା କେତେ ଜରୁରୀ? (8:15)
ବୟସଜନିତ ଶ୍ରବଣ ମନ୍ଦତାର ଚିକିତ୍ସା କରିବା ଆବଶ୍ୟକ (12:37)
Hearing Loss is a condition characterized by a partial or total inability to hear sounds. Hearing Loss can occur at any age and may be caused by various factors. What are the causes & symptoms of Hearing Loss? How to treat Hearing Loss? Let’s know more from Prof Satya Mahapatra, Audiologist & Speech Language Pathologist.
In this Video,
Importance of Hearing Test, in Odia (0:00)
Noise-Induced Hearing Loss, in Odia (1:01)
What precautions must be taken while using Headphones and Earphones? in Odia (4:00)
Treatment of Hearing Loss, in Odia (5:36)
Importance of using Hearing Aids, in Odia (8:15)
Treatment of Age-related Hearing Loss, in Odia (12:37)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!