#DiabetesTest #OdiaHealthTips
ଡାଏବେଟିସ୍ ଟେଷ୍ଟ କେତେବେଳେ କରିବା ଦରକାର? କେମିତି କରିବା ଦରକାର? ଆସନ୍ତୁ ଏହି ଭିଡିଓ ମାଧ୍ୟମରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ କୁମାର ଅଗୱାଲଙ୍କଠାରୁ ଜାଣିବା।
ଏହି ଭିଡିଓରେ ରହିଛି,
କେଉଁମାନେ କରିପାରିବେ ଡାଏବେଟିସ୍ ଟେଷ୍ଟ? (0:00)
ଡାଏବେଟିସ୍ ଅଛି କି ନାହିଁ ଜାଣିବା ପାଇଁ କେଉଁ ପରୀକ୍ଷା କରାଯାଏ? (2:19)
କେଉଁ କେଉଁ ଲକ୍ଷଣ ଥିଲେ ଡାଏବେଟିସ୍ ଟେଷ୍ଟ କରିବା ଦରକାର? (4:42)
ଗ୍ଲୁକୋମିଟର କ’ଣ? ଏହାର ବ୍ୟବହାର କେମିତି କରାଯାଏ? (5:23)
ଡାଏବେଟିସ୍ର ଚିକିତ୍ସା (6:59)
Uncontrolled diabetes can lead to various complications. Regular diabetes testing is crucial for early detection and management of the condition. However, who can perform Diabetes tests, and what tests are used to diagnose Diabetes? Let’s know more from Dr Ritesh Agarwala, an Endocrinologist.
In this Video,
Who can do Diabetes tests? in Odia (0:00)
Tests for Diabetes, in Odia (2:19)
Symptoms of Diabetes, in Odia (4:42)
How to Use a Glucometer? in Odia (5:23)
Treatment of Diabetes, in Odia (6:59)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!