ବୟସ ଛାପ, କୁଞ୍ଚିତ ଚର୍ମ, ବ୍ରଣ, କଳାଦାଗକୁ ନେଇ ଚିନ୍ତିତ କି? କିଣନ୍ତୁ ‘ମାମାଆର୍ଥ’ର ଏହି ୪ଟି ପ୍ରଡକ୍ଟ।

ମାମାଆର୍ଥ ରେଟିନୋଲ ସିରମ୍‌

ପ୍ରଦୂଷଣ, ମାନସିକ ଚାପ ଓ ବିଭିନ୍ନ କାରଣ ଯୋଗୁଁ ମୁହଁରେ ବ୍ରଣ, କଳାଦାଗ ଓ ଅସମୟରେ ବୟସ ଛାପ, ଚର୍ମ କୁଞ୍ଚନ ପଡ଼ିଯାଏ। ସମୟ ଥାଉ ଥାଉ ଏହାର ଯତ୍ନ ନ ନେଲେ ଅଳ୍ପ ବୟସରୁ ତ୍ୱଚା ଜନିତ ସମସ୍ୟାକୁ ନେଇ ପୀଡ଼ିତ ହେବେ।

ମୁହଁର ଯତ୍ନ ନେବା ପାଇଁ ଏବଂ ଅସମୟରେ ବୟସର ଛାପ ଦୂର କରିବା ପାଇଁ ‘ମାମାଆର୍ଥ’ କମ୍ପାନିର ‘ରେଟିନୋଲ ଫେସ୍‌ ସିରମ୍‌’ ବ୍ୟବହାର କରିପାରିବେ।

ଏହି ରେଟିନୋଲ ସିରମ୍‌ ସମସ୍ତ ପ୍ରକାର ତ୍ୱଚା ପାଇଁ ଉପାଦେୟ। ଏହା ତ୍ୱଚାର କୁଞ୍ଚନକୁ ରୋକିଥାଏ, ବୟସ ଛାପ ଦୂର କରିଥାଏ ଓ କଳାଦାଗକୁ ଦୂର କରିଥାଏ।

ମାମାଆର୍ଥ ରେଟିନୋଲ ସିରମ୍‌ର ମୂଲ୍ୟ ମାତ୍ର ୭୯୯ ଟଙ୍କା।

ମାମାଆର୍ଥ ରେଟିନୋଲ ସିରମ୍‌ କିଣିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ: https://bit.ly/2LZN6DG

ମାମାଆର୍ଥ ଭିଟାମିନ୍ ସି‌ ସ୍ଲିପିଂ ମାସ୍କ

ଚର୍ମ ସ୍ଵାସ୍ଥ୍ୟ ପାଇଁ ଭିଟାମିନ୍‌ ସି ବେଶ୍‌ ଲାଭଦାୟକ। ଭିଟାମିନ୍‌ ସିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ତ୍ୱଚାକୁ ଉଜ୍ୱଳ ଓ ଚମକଦାର କରିବାରେ ସାହାଯ୍ୟ କରିଥାଏ।

ତ୍ୱଚାକୁ ଚମକଦାର କରିବା ପାଇଁ ମାମାଆର୍ଥ ଭିଟାମିନ୍‌ ସ୍ଲିପିଂ ମାସ୍କ ସାହାଯ୍ୟ କରିପାରେ। ଏଥିରେ ଭିଟାମିନ୍‌ ସି ଓ ଘିକୁଆଁରି ଥିବାରୁ ଏହା ତ୍ୱଚା ପାଇଁ ବେଶ୍‌ ଲାଭଦାୟକ। ଭିଟାମିନ୍‌ ସି ରିଙ୍କ୍‌ଲ ଓ ଚର୍ମ କୁଞ୍ଚନ ହଟାଇବାରେ ସାହାଯ୍ୟ କରେ ଓ ଘିକୁଆଁରି ତ୍ୱଚାକୁ ମୁଲାୟମ କରିବାରେ ସାହାଯ୍ୟ କରିଥାଏ।

ମାମାଆର୍ଥ ଭିଟାମିନ୍‌ ସ୍ଲିପିଂ ମାସ୍କର ମୂଲ୍ୟ ମାତ୍ର ୫୯୯ ଟଙ୍କା।

ମାମାଆର୍ଥ ଭିଟାମିନ୍‌ ସ୍ଲିପିଂ ମାସ୍କ କିଣିବା ପାଇଁ କ୍ଲିକ୍‌ କରନ୍ତୁ: https://bit.ly/2XJXYbN

ମାମାଆର୍ଥ ଅଲଟ୍ରା ଲାଇଟ୍‌ ଇଣ୍ଡିଆନ୍‌ ସନସ୍କ୍ରିନ୍‌

ସନ୍‌ସ୍କ୍ରିନ୍‌ ଆମକୁ ସୂର୍ଯ୍ୟକିରଣରୁ ଆସୁଥିବା UVA ଓ UVBରୁ ରକ୍ଷା କରିଥାଏ। ଏଭଳି କ୍ଷେତ୍ରରେ ମାମାଆର୍ଥର ଅଲଟ୍ରା ଲାଇଟ୍‌ ଇଣ୍ଡିଆନ୍‌ ସନ୍‌ସ୍କ୍ରିନ୍‌ ବେଶ୍‌ ଭଲ କାମ ଦେବ। କାରଣ ଏହା ଭାରତୀୟ ଜଳବାୟୁକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି। ଏହା ସବୁ ପ୍ରକାର ତ୍ୱଚା ପାଇଁ ଉପାଦେୟ। ଏହାଛଡ଼ା ଏହି ସନ୍‌ସ୍କିନ୍‌ ଲଗାଇବା ଦ୍ୱାରା ତ୍ୱଚା ତେଲିଆ ହୋଇନଥାଏ ଓ ବ୍ରଣ ବାହାରିନଥାଏ। ଗାଜର ମଞ୍ଜି ତେଲ, କମଳା ତେଲ, ହଳଦୀ ଓ କାନ୍‌ନ୍‌ଗା ତେଲରେ ମାମାଆର୍ଥ ମାମାଆର୍ଥ ପ୍ରସ୍ତୁତ ହୋଇଛି।

ମାମାଆର୍ଥ ଅଲଟ୍ରା ଲାଇଟ୍‌ ଇଣ୍ଡିଆନ୍‌ ସନସ୍କ୍ରିନ୍‌ର ମୂଲ୍ୟ ମାତ୍ର ୪୯୯ ଟଙ୍କା।

ମାମାଆର୍ଥ ଅଲଟ୍ରା ଲାଇଟ୍‌ ଇଣ୍ଡିଆନ୍‌ ସନସ୍କ୍ରିନ୍‌ କିଣିବା ପାଇଁ ଏହି ଲିଙ୍କରେ କ୍ଲିକ୍‌ କରନ୍ତୁ: https://bit.ly/3qv0hf9

ମାମାଆର୍ଥ ଆଲୋ ଟର୍ମେରିକ୍‌ ଜେଲ

ତ୍ୱଚାର ଯତ୍ନ ପାଇଁ କାହିଁ କେଉଁ କାଳରୁ ଘିକୁଆଁରି ଓ ହଳଦୀର ବ୍ୟବହାର କରାଯାଇ ଆସୁଛି। ୧୦୦ ପ୍ରତିଶତ ଶୁଦ୍ଧ ଘିକୁଆଁରି ଓ ହଳଦୀରେ ପ୍ରସ୍ତୁତ ହୋଇଛି ମାମାଆର୍ଥ ଆଲୋ ଟର୍ମେରିକ୍‌ ଜେଲ। ଏହାସହ ଏଥିରେ ମିଶିରହିଛି ଭିଟାମିନ୍‌ ଇ। ମାମାଆର୍ଥ ଆଲୋ ଟର୍ମେରିକ୍‌ ଜେଲ ଲଗାଇବା ଦ୍ୱାରା ତ୍ୱଚା ନରମ, ମୁଲାୟମ ଦୂର କରେ, ବ୍ରଣ ଓ ବ୍ରଣ ଦାଗ ଦୂର କରେ, ତ୍ୱଚା ଉଜ୍ଵଳ କରିବା ସହ ତ୍ୱଚାରେ ପଡ଼ିଥିବା କୁଞ୍ଚନ ଦୂର କରିବାରେ ସାହାଯ୍ୟ କରେ।
ଏହା ସନ୍‌ବର୍ଣ୍ଣ ଦୂର କରି ତ୍ୱଚାକୁ ଥଣ୍ଡା କରେ, ବ୍ରଣ ଓ ବ୍ରଣ ଦାଗ ଦୂର କରେ।

ମାମାଆର୍ଥ ଆଲୋ ଟର୍ମେରିକ୍‌ ଜେଲର ମୂଲ୍ୟ ମାତ୍ର ୨୪୯ ଟଙ୍କା।

ମାମାଆର୍ଥ ଆଲୋ ଟର୍ମେରିକ୍‌ ଜେଲ୍‌ କିଣିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ: https://bit.ly/2KqBwkU