ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ଥଣ୍ଡା, କାଶ, ଜ୍ୱର ଭଳି ଅନେକ ରୋଗ ହୋଇଥାଏ। ତେଣୁ, ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ନିହାତି ଜରୁରୀ। ଏହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣ ଏହି ୪ଟି ପ୍ରଡକ୍ଟ କିଣିପାରିବେ।
ଝଣ୍ଡୁ କେଶରୀ ଜୀବନ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ କ୍ୟାଲ୍ସିୟମ୍ ସ୍ତର ବୃଦ୍ଧି ହୋଇଥାଏ, ଯାହାକି ହାଡ଼କୁ ମଜଭୁତ କରେ।
ଦୁଇଟି ‘ଝଣ୍ଡୁ କେଶରି ଜୀବନ’ କିଣିଲେ ଆପଣଙ୍କୁ ମିଳିବ ଆଉ ଗୋଟିଏ ‘ଝଣ୍ଡୁ କେଶରି ଜୀବନ’ ପ୍ରଡକ୍ଟ ସମ୍ପୂର୍ଣ୍ଣ ମାଗଣା।
ଝଣ୍ଡୁ କେଶରି ଜୀବନ’ ମୂଲ୍ୟ ମାତ୍ର ୩୪୦ ଟଙ୍କା।
ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଖାଆନ୍ତୁ ‘ଝଣ୍ଡୁ ଚ୍ୟବନ୍ପ୍ରାଶ୍’। ଏହି ଚ୍ୟବନ୍ପ୍ରାଶ୍କୁ ମଧୁମେହ ରୋଗୀ ମଧ୍ୟ ସେବନ କରିପାରିବେ। କାରଣ ଏହା ବିନା ଚିନିରେ ତିଆରି ହୋଇଛି। ଏହାଛଡ଼ା ଏହା ସମ୍ପୂର୍ଣ୍ଣ ଆୟୁର୍ବେଦିକ୍। ଅଁଳା, ଗୁଡ଼ୁଚି, ଅଶ୍ୱଗନ୍ଧା, ପିପ୍ପଳି ଭଳି ପ୍ରାକୃତିକ ଔଷଧରେ ଝଣ୍ଡୁ ଏହା ତିଆରି ହୋଇଛି, ଯାହା ଥଣ୍ଡା, ଜ୍ଵର, କାଶ, ଛିଙ୍କ ଭଳି ସମସ୍ୟାରୁ ମୁକ୍ତି ଦେବ।
ଝଣ୍ଡୁ ଚ୍ୟବନ୍ପ୍ରାଶ୍ (୯୦୦ ଗ୍ରାମ୍) ୨ଟା ପ୍ୟାକ୍ର ମୂଲ୍ୟ ମାତ୍ର ୫୩୫ ଟଙ୍କା।
ଝଣ୍ଡୁ କଳାମେଘ ହେଉଛି ଆୟୁର୍ବେଦିକ ସପ୍ଲିମେଣ୍ଟ, ଯାହା ଲିଭରକୁ ସୁସ୍ଥ ରଖିବା ସହ ହଜମ ଶକ୍ତି ବୃଦ୍ଧି କରିଥାଏ। ଏହାସହ ଏହା ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ ଫଳରେ ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।
ଏହାଛଡ଼ା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ଝଣ୍ଡୁ କଳାମେଘ ଲାଭକାରୀ।
ଛାତିରେ କଫ ଜମୁଥିଲେ ଏବଂ ଥଣ୍ଡା, ଜ୍ୱର, କାଶ ଲାଗି ରହୁଥିଲେ ଝଣ୍ଡୁ କଳାମେଘ ସାହାଯ୍ୟ କରିଥାଏ।
ଝଣ୍ଡୁ କଳାମେଘ (୬୦ ବଟିକା)ର ୩ଟି ପ୍ୟାକ୍ କିଣିଲେ ଆପଣଙ୍କୁ କେବଳ ୬୩୯.୦୦ ଟଙ୍କା ଦେବାକୁ ହେବ।
ବିଭିନ୍ନ କିସମର ତୁଳସୀ ପତ୍ରରେ ତିଆରି ହୋଇଛି ‘ଝଣ୍ଡୁ ତୁଳସୀ ଡ୍ରପ୍’। ଏହି ଡ୍ରପ୍ରେ ଆଣ୍ଟି ଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଝଣ୍ଡୁ ତୁଳସୀ ଡ୍ରପ୍କୁ ନିୟମିତ ସେବନ କରିବା ଦ୍ୱାରା ବାହ୍ୟ ସଂକ୍ରମଣ ହୋଇନଥାଏ, ଥଣ୍ଡା, କାଶ, କଫ ଦୂର ହୋଇଥାଏ। ଏହା ଲିଭରକୁ ସୁସ୍ଥ ରଖିବା ସହ ପାଚନ ପ୍ରକ୍ରିୟାକୁ ସୁଦୃଢ଼ ରଖିଥାଏ।
ଝଣ୍ଡୁ ତୁଳସୀ ଡ୍ରପ୍ର ମୂଲ୍ୟ ମାତ୍ର ୩୦୫ ଟଙ୍କା।