ଯୌନାଙ୍ଗ ସଂକ୍ରମଣରୁ କିପରି ରକ୍ଷା ପାଇବେ?

ପରିଚ୍ଛନତା ଅଭାବରୁ ଯୌନାଙ୍ଗ ସଂକ୍ରମଣ ହୋଇପାରେ। ତେବେ ଏଥିରୁ ରକ୍ଷା ପାଇବା ପାଇଁ କ’ଣ କରିବେ?

ପ୍ରଜନନ ଦ୍ୱାରରେ ଜୀବାଣୁ ବୃଦ୍ଧି ହେବା ଯୋଗୁଁ ଯୌନାଙ୍ଗ ସଂକ୍ରମଣ ହୋଇଥାଏ। ମଳତ୍ୟାଗ କରିବା ପରେ ଭଲ ଭାବରେ ନ ଧୋଇଲେ,  ଅପରିଷ୍କାର ବା ଓଦା ଅନ୍ତବସ୍ତ୍ର ଅଧିକ ସମୟ ଧରି ବ୍ୟବହାର କରିବା ଦ୍ୱାରା, ବାରମ୍ବାର ଗର୍ଭପାତ, ଏକାଧିକ ଯୌନ ସମ୍ପର୍କ ଯୋଗୁଁ ଯୌନାଙ୍ଗ ସଂକ୍ରମଣ ହୋଇପାରେ।

ଯୌନାଙ୍ଗ ସଂକ୍ରମଣର ଲକ୍ଷଣ

ଯୌନାଙ୍ଗ ଚାରିପାଖ ଲାଲ ପଡ଼ିଯିବା, କୁଣ୍ଡାଇ ହେବା ଓ ପୋଡ଼ା ଜ୍ୱଳା ହେବା।

ଯୌନାଙ୍ଗରେ ଘା’ ବା କ୍ଷତ ହେବା।

ପରିସ୍ରା କରିବା ସମୟରେ ପୋଡ଼ିବା ବା କୁଣ୍ଡାଇ ହେବା।

ଯୌନାଙ୍ଗ ସଂକ୍ରମଣକୁ ରୋକିବା ପାଇଁ କ’ଣ କରିବେ?

ଗାଧୋଇବା ବେଳେ ଯୌନାଙ୍ଗକୁ ଭଲ ଭାବରେ ପରିଷ୍କାର କରନ୍ତୁ। ମଳତ୍ୟାଗ କରିବା ପରେ ଭଲ ଭାବରେ ସଫା କରନ୍ତୁ।

ଋତୁସ୍ରାବ ସମୟରେ ସାନିଟାରି ନାପକିନ୍‌ ବ୍ୟବହାର କରନ୍ତୁ ଓ ଦିନରେ ଅତିକମ୍‌ରେ ଦୁଇଥର ବଦଳାନ୍ତୁ।

ବ୍ୟବହାର କରୁଥିବା ଅନ୍ତବସ୍ତ୍ରକୁ ଭଲ ଭାବରେ ସଫା କରି ଖରାରେ ଶୁଖାନ୍ତୁ। ଖରାରେ ଶୁଖାଇବା ଦ୍ୱାରା ଜୀବାଣୁ ନଷ୍ଟ ହୋଇଥାଏ।

ସହବାସ ପୂର୍ବରୁ ଏବଂ ପରେ ଭଲଭାବରେ ଯୌନାଙ୍ଗ ଧୋଇ ପରିଷ୍କାର କରନ୍ତୁ।

ଯୌନାଙ୍ଗ ଜନିତ ସଂକ୍ରମଣ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ।

Share post:

Popular

RELATED
Related

ଗର୍ଭଧାରଣ ପ୍ଲାନ୍‌ କରିବା କାହିଁକି ଜରୁରୀ? | How to Prepare for Pregnancy? in Odia | Dr Shibani Devi

#PlanPregnancy #OdiaHealthTips ଗର୍ଭଧାରଣ ସବୁବେଳେ ପ୍ଲାନ୍‌ ହେବା ଜରୁରୀ। ଏହା ଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶୀବାନି ଦେବୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଗର୍ଭଧାରଣ ପ୍ଲାନ୍‌ କରିବା କାହିଁକି ଜରୁରୀ? (0:00) ଗର୍ଭଧାରଣ ପ୍ଲାନ୍‌ କରିବା ପୂର୍ବରୁ କ'ଣ କରିବେ? (0:51) ଗର୍ଭଧାରଣ ପ୍ଲାନ୍‌ କରିବା ପୂର୍ବରୁ କ'ଣ କରିବେ ନାହିଁ? (4:12) ଗର୍ଭଧାରଣ ପ୍ଲାନ୍‌ କରିବାର ସଠିକ୍‌ ବୟସ କେତେ? (6:54) ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୬ରୁ ୧୦ ପର୍ଯ୍ୟନ୍ତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମହିଳାଙ୍କ ଜୀବନର ସମସ୍ତ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। Pregnancy planning involves preparing for a healthy pregnancy by assessing physical and emotional readiness. Key steps include scheduling a preconception checkup, maintaining a balanced diet, managing stress, and ensuring vaccinations are up to date. What to do before planning a Pregnancy? Let’s know more from Dr Shibani Devi, an Obstetrician & Gynaecologist. In this Video, Why is it important to plan a Pregnancy? in Odia (0:00) What to do before planning a Pregnancy? in Odia (0:54) What not to do before planning a Pregnancy? in Odia (4:12) Right age to plan for Pregnancy, in Odia (6:54) IFI Foundation collaborates with Swasthya Plus Network, and OdishaLIVE present a special "Women's Health" awareness program from March 6-10, 2025. Empower yourself with discussions on holistic well-being, knowledge-sharing, and community building. Let's prioritize and champion women's mental & physical health together! Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusOdia. For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

କିଶୋରୀ ଅବସ୍ଥାରେ କିଭଳି ଡାଏଟ୍ ହେବା ଦରକାର? | Diet for Adolescent Girls | Sushree Tapaswini Das

#AdoloscentDiet #OdiaHealthTips #YouTubeShorts Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusOdia. For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ನೀವು ಪಿಸಿಓಎಸ್ ಹೊಂದಿದ್ದರೆ ಉಪವಾಸ ಉತ್ತಮವೇ? | Is fasting good for PCOS? | Amruta Amit Bhalerao

#PCOS #KannadaHealthTips #YouTubeShorts Subscribe Now & Live a Healthy Life! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusKannada For feedback and business inquiries/ organise a doctor interview, contact Swasthya Plus Kannada at [email protected] Swasthya Plus Kannada is an emerging destination serving you with Health Tips in Kannada on health, hygiene, nutrition, lifestyle, and more!

গৰ্ভৱতী মহিলাৰ বাবে কিহক ব্যায়াম উপযোগী? |Should you exercise during pregnancy?| Dr Priyanka Bhuyan

#PregnancyExercises #AssameseHealthTips #YouTubeShorts Subscribe Now & Live a Healthy Life! স্বাস্থ্য প্লাছ নেটৱৰ্কে মেডিকেল জৰিত উপদেশ নিদিয়ে। ইয়াত দেখুৱা তথ্য খিনি সম্পূৰ্ণ জ্ঞান আহৰণৰ বাবে আৰু কোনো ধৰণৰ প্ৰফেচনেল উপদেশৰ আৰ্হি নহয়। যিকোনো স্বাস্থ্য সমস্যা বিশেষে ডক্তৰৰ পৰামৰ্শ লোৱা টো দৰকাৰী। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Assamese at [email protected] Swasthya Plus Assamese, the leading destination serving you with Health Tips in Assamese on health, hygiene, nutrition, lifestyle, and more!