Fruits

ଓଜନକୁ ନେଇ ଚିନ୍ତିତ କି? ପିଅନ୍ତୁ ଜିରୋ କ୍ୟାଲୋରି ଡ୍ରିଙ୍କ୍

ସାଧାରଣତଃ ଲୋକେ ଜୁସ୍ ପିଇବାକୁ ଅଧିକ ପସନ୍ଦ କରିଥା’ନ୍ତି। ହେଲେ ଜୁସ୍‌ରେ କ୍ୟାଲୋରିର ମାତ୍ରା ଅଧିକ ଥାଏ। ଫଳରେ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦିଏ। ଆସନ୍ତୁ, ଜାଣିବା କେତେକ ଜିରୋ କ୍ୟାଲୋରି...

ଖରାଦିନେ ଆମ୍ବ ଖାଇବାର ଫାଇଦା

ସ୍ୱାଦ ଓ ସ୍ୱାସ୍ଥ୍ୟପ୍ରତି ଉପକାରିତା ଯୋଗୁଁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ। ଏହାକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଆନ୍ତି। ଏହା ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ସହିତ ରୋଗ...

ଦୈନିକ ଖାଆନ୍ତୁ ମୁଠାଏ ଆଲମଣ୍ଡ

ଡାଏବେଟିସ୍, ହାଇ ବ୍ଲଡପ୍ରେସର ଓ ହାଇକୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଆଲମଣ୍ଡ ଖାଇବା ଖୁବ୍ ଭଲ। ବାଦାମ ଶରୀରରେ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ। ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପଇଡ଼ ପାଣି

ଭାରତରେ ପଇଡ଼, ପଇଡ଼ ପାଣି, ନଡ଼ିଆ ବେଶୀ ଲୋକପ୍ରିୟ। ଏଥିରେ ପ୍ରାକୃତିକ ଚିନି ଓ ଇଲେକ୍ଟ୍ରୋଲାଇଟ୍‌ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ପଇଡ଼ ପାଣିରେ ବିଭିନ୍ନ ପ୍ରକାର ଭିଟାମିନ୍ ଏବଂ ମିନେରାଲ୍ସ...

ବହୁତ ଜରୁରୀ ଖଜୁରି

ଖଜୁରିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ପାଣିରେ ଖଜୁରିକୁ ବତୁରାଇ ନିୟମିତ ସେବନ କରିବା...

ଡାଳିମ୍ବ – ଜାଣନ୍ତୁ ଏହାର ଫାଇଦା ବିଷୟରେ

ଡାଳିମ୍ବରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍‌, ଆଇରନ୍‌, ଆଣ୍ଟି ଇନ୍‌ଫ୍ଲାମେଟୋରି ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ତେଣୁ ଡାଳିମ୍ବ ଖାଇଲେ ଏହା ଶରୀର ପାଇଁ ବେଶ୍ ଉପକାରୀ ସାମ୍ୟସ୍ତ...

ପିଜୁଳି ପତ୍ରର ଫାଇଦା

ସ୍ନିଗ୍ଧାରାଣି ଷଡ଼ଙ୍ଗୀ ପିଜୁଳି ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନ୍‌ଫ୍ଲାମେଟୋରି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ମାତ୍ରାରେ ଥାଏ। ଏହାର ଔଷଧୀୟ ଗୁଣ ଯୋଗୁଁ ଏହା ଡାଏବେଟିସ୍‌, ଦାନ୍ତ ଯନ୍ତ୍ରଣା, କୋଲେଷ୍ଟ୍ରୋଲ କମ୍‌ କରିବାରେ...

ଶୀତଦିନେ ଡାଏଟ୍‌ରେ ସାମିଲ କରନ୍ତୁ ଏହି ଫଳ

ଶୀତଋତୁରେ ନିଜ ସ୍ୱାସ୍ଥ୍ୟକୁ ସୁ‌ସ୍ଥ ରଖିବା ପାଇଁ ଏହିସବୁ ଫଳଗୁଡ଼ିକୁ ଡାଏଟ୍‌ରେ ସାମିଲ କରନ୍ତୁ। କୋଭିଡ -୧୯ ମହାମାରୀ ପ୍ରଥମରୁ ହିଁ ଦୁନିଆକୁ ଦୋହଲାଇ ଦେଇଛି। ଯାହା ଫଳରେ କେତେ ଲୋକଙ୍କ ଜୀବନ ଚାଲିଯାଇଛି।...