Healthy Recipe

ପୁଷ୍ଟିରେ ଭରପୂର ମାଣ୍ଡିଆ ଏବଂ ପାଚିଲା କଦଳୀର ସୁଜି – କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ।  ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୁଷ୍ଟିକର ବେସନ ସୁଜି ପିଠା – ଜାଣନ୍ତୁ ପ୍ରସ୍ତୁତି

ପଲ୍ଲବୀ ସାବତ ବ୍ରେକ୍‌ଫାଷ୍ଟରେ ପ୍ରସ୍ତୁତ କରନ୍ତୁ ବେସନ ସୁଜି ପିଠା। ଜାଣନ୍ତୁ କେମିତି ପ୍ରସ୍ତୁତ କରନ୍ତୁ। ଆବଶ୍ୟକୀୟ ସାମଗ୍ରୀ ବେସନ – ୧ କପ୍‌ସୁଜି – ୨ କପ୍‌ଦହି – ୧ କପ୍‌କ୍ୟାପ୍‌ସିକମ୍‌ - ୧ଟାପିଆଜ –...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୂର ଇଡ଼ଲି – ଜାଣନ୍ତୁ ପ୍ରସ୍ତୁତି

ପଲ୍ଳବୀ ସାବତ ଆବଶ୍ୟକୀୟ ସାମଗ୍ରୀ:- ବିରିଡାଲି  - ୧ କପ୍ ଚାଉଳ – ୨ କପ୍ (ଉଷୁନା କିମ୍ବା ଅରୁଆ ଚାଉଳ) ମେଥି - ୧ ଚାମଚ ଲୁଣ ସ୍ୱାଦ ଅନୁଯାୟୀ ନଡ଼ିଆ କୋରା -୧ କପ୍ ଗୁଡ଼ – ୧/୩ କପ୍ ଗୋଲମରିଚ...

ପୁଷ୍ଟିକର ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା, ଜାଣନ୍ତୁ ପ୍ରସ୍ତୁତି?

ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା। ଜାଣନ୍ତୁ ଏହାର ପ୍ରସ୍ତୁତି? ଆବଶ୍ୟକୀୟ ସାମଗ୍ରୀ:- ଡାଲି (ହରଡ) - ୧ କପ୍କଟା ପରିବା - ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ,...

ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଚିତ୍ତଉ ପିଠା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ କେମିତି ପ୍ରସ୍ତୁତ କରିବେ ଚିତ୍ତଉ ପିଠା, ଜାଣନ୍ତୁ । ଆବଶ୍ୟକୀୟ ସାମଗ୍ରୀ ଅରୁଆ ଚାଉଳ - 1 କପ୍ନଡ଼ିଆ କୋରା - 11/2 କପ୍ଅଳ୍ପ ଲୁଣଏକ ଚାମଚ ଦେଶୀ ଘିଅ ପ୍ରସ୍ତୁତି ପ୍ରଣାଳୀ -: ପ୍ରଥମେ ଅରୁଆ...

ଓଜନ ନିୟନ୍ତ୍ରଣ କରେ ଲାଉ ଜୁସ୍‌ – ଜାଣନ୍ତୁ ଏହାର ପ୍ରସ୍ତୁତି

ପଲ୍ଲବୀ ସାବତ ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍‌। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ? ଆବଶ୍ୟକୀୟ ସାମଗ୍ରୀ ଲାଉ – ଛୋଟ ଖଣ୍ଡପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ାଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ...

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବାଦାମ ସୁପ୍‌

ବର୍ଷାଦିନେ ଥଣ୍ଡା ସର୍ଦ୍ଦି ଆଦି ରୋଗର ଆଶଙ୍କା ଅଧିକ ଥାଏ। ତେବେ ଏବି ସମୟରେ ନିଜ ଖାଇବା ପିଇବାର ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ। ଖାସ୍‌ କରି ବର୍ଷା ଦିନେ ଗରମାଗରମ ସୁପ୍‌...

ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା

ପଲ୍ଲବୀ ସାବତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ। ଆବଶ୍ୟକୀୟ ସାମଗ୍ରୀ ବିଟ୍‌ରୁଟ୍‌ -୨ଟାଘିଅ – ୨ ଚାମଚକ୍ଷୀର – ୩୦୦ ଗ୍ରାମ୍‌ଚିନି...

କେମିତି ପ୍ରସ୍ତୁତ କରିବେ ଜାମୁକୋଳି ସରବତ?

ପଲ୍ଲବୀ ସାବତ ଜାମୁକୋଳି ସ୍ୱାସ୍ଥ୍ୟପାଇଁ ଖୁବ୍ ଉପକାରୀ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ବିଶେଷକରି ମଧୁମେହ ରୋଗୀମାନେ ଜାମୁକୋଳି ଏବଂ ତା’ର ପତ୍ରକୁ ସେବନ କରିବା ଦ୍ୱାରା ସେମାନଙ୍କର ରକ୍ତରେ...

ସ୍ୱାସ୍ଥ୍ୟ ପାଇଁ ହିତକର ବନ୍ଧାକୋବି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ ପାଟିକୁ ସୁଆଦିଆ ଏବଂ ଦେହକୁ ହିତ ବନ୍ଧାକୋବି ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ଗୋଟେ ବନ୍ଧାକୋବିପିଆଜ ୨ଟାଟମାଟୋ ୧ଟାରଶୁଣ ୧ କୋଲାକଞ୍ଚାଲଙ୍କା ୧ଟାଧନିଆପତ୍ରଲୁଣ ଏବଂ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗୋଟେ କଡ଼େଇରେ ଗୋଟିଏ ଚାମଚ ଦେଶୀ...

ଭଲ ନିଦ ପାଇଁ ରାତିରେ ପିଅନ୍ତୁ ହଳଦୀ ମିଶ୍ରିତ କ୍ଷୀର – ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ପଲ୍ଲବୀ ସାବତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ପିଅନ୍ତୁ ହଳଦୀମିଶ୍ରିତ କ୍ଷୀର। ଆବଶ୍ୟକୀୟ ସାମଗ୍ରୀ ଗୋଟେ ଗ୍ଲାସ୍‌ କ୍ଷୀରଅଧା ଚାମଚ ଚିନିଗୋଟେ ଚାମଚ ହଳଦୀଅଳ୍ପ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ ଗୋଟେ ସସ୍‌ପେନ୍‌ ବସାନ୍ତୁ।...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ଓଟ୍‌ସ ଉପମା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ?

ପଲ୍ଲବୀ ସାବତ ସକାଳ ଖାଦ୍ୟ ଉପରେ ଆମର ପୂରା ଦିନ ନିର୍ଭର କରିଥାଏ। ସକାଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଏବଂ ମସ୍ତିଷ୍କ ଦିନତମାମ ସକ୍ରିୟ ରହିଥାଏ। ତେଣୁ ବ୍ରେକ୍‌ଫାଷ୍ଟରେ ଆପଣ...

ସ୍ୱାସ୍ଥ୍ୟ ପାଇଁ ହିତକର ଏହି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ପଲ୍ଲବୀ ସାବତ ପ୍ରସ୍ତୁତ କରନ୍ତୁ ସୁଆଦିଆ, ସ୍ୱାସ୍ଥ୍ୟକର ପୋଦିନା ପତ୍ର, ଭୁର୍ସଙ୍ଗ ପତ୍ର ଓ ଧନିଆ ପତ୍ର ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ପୋଦିନା ପତ୍ରଭୁର୍ସଙ୍ଗ ପତ୍ରଧନିଆ ପତ୍ରତାଳଗୁଡ଼ ମିଶ୍ରିବିଟ୍‌ ଲୁଣଅଦା ଖଣ୍ଡେଲେମ୍ବୁ ଅଧିକ ପଢ଼ନ୍ତୁ: ଖରାଦିନେ ପିଅନ୍ତୁ ପୋଦିନା...

ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ

ପଲ୍ଲବୀ ସାବତ ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ପେଟକୁ ଥଣ୍ଡା ରଖିଥାଏ। ଆବଶ୍ୟକୀୟ ସାମଗ୍ରୀ ପୋଦିନା ପତ୍ର – ୨୫୦ ଗ୍ରାମ୍‌ତାଳଗୁଡ଼ ମିଶ୍ରିବିଟ୍‌ ଲୁଣ ଚିମୁଟାଏଅଦା ଖଣ୍ଡେଲେମ୍ବୁ...

ଟମାଟୋ ସୁପ୍‌ କେମିତି କରିବେ ପ୍ରସ୍ତୁତ?

ପଲ୍ଲବୀ ସାବତ ଟମାଟୋ ଏବଂ ଏଥିରେ ପ୍ରସ୍ତୁତ ସୁପ୍‌ ଦେହ ପାଇଁ ବେଶ୍‌ ହିତକର। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ଥଣ୍ଡା, ଜ୍ୱର ଓ ସାମାନ୍ୟ କାଶ ବେଳେ ଗରମାଗରମ...

ଛୋଟ ପିଲାଙ୍କ ପାଇଁ ପୁଷ୍ଟିକର ଛତୁଆ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଛୋଟ ପିଲାଙ୍କୁ ଛତୁଆ ପିଇବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାନ୍ତି। କାରଣ ଏହା ସ୍ୱାସ୍ଥ୍ୟକର ହୋଇଥିବା ସଙ୍ଗେ ସଙ୍ଗେ ପେଟକୁ ଥଣ୍ଡା ରଖିଥାଏ। ଆସନ୍ତୁ ଜାଣିବା ଛତୁଆର ଫାଇଦା ସମ୍ପର୍କରେ। ଆବଶ୍ୟକୀୟ...

କେମିତି ପ୍ରସ୍ତୁତ କରିବେ କାଢ଼ା?

ପଲ୍ଲବୀ ସାବତ କୋଭିଡ୍‌ର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଭୟାନକ ହେଲାଣି। ଏଥିରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ଏଥିପାଇଁ ପ୍ରସ୍ତୁତ କରି ପିଅନ୍ତୁ କାଢ଼ା। ଜାଣନ୍ତୁ,...

ପୁଷ୍ଟିଶସ୍ୟ ଜହ୍ନା ଲଡ଼ୁ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ଅଧିକ ପଢ଼ନ୍ତୁ: ପୁଷ୍ଟିରେ ଭରପୂର ସୁଆଁ ଇଡିଲି – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତି? ଖାଦ୍ୟରେ ସାମିଲ କରନ୍ତୁ ଜହ୍ନା ଲଡ଼ୁ। ଏହା ଏକ ପ୍ରକାର ପୁଷ୍ଟି ଶସ୍ୟ। ଜହ୍ନାରେ ପ୍ରଚୁର ପରିମାଣର କ୍ୟାଲ୍‌ସିୟମ୍‌...

ପୁଷ୍ଟିରେ ଭରପୂର ସୁଆଁ ଇଡିଲି – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତି?

ପୁଷ୍ଟିରେ ଭରପୂର ସୂଆଁ ଚାଉଳ। ଏହା ଏକ ପୁଷ୍ଟି ଶସ୍ୟ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର। ଜାଣନ୍ତୁ, ସୁଆଁ ଚାଉଳରେ ପ୍ରସ୍ତୁତ ଇଡିଲି କେମିତି କରିବେ? ଦରକାରୀ ଉପକରଣ:  ସୁଆଁ ଚାଉଳ – ୫୦୦ ଗ୍ରାମ  ବିରି          - ୨୫୦ ଗ୍ରାମ  ଦହି          - ୧୦୦ ଗ୍ରାମ  ମେଥି        - ୧୦ ରୁ ୧୨ଟି  ଲୁଣ          - ସ୍ୱାଦ ଅନୁଯାୟୀ  ଅଧିକ...

ପୋଷଣରେ ଭରପୂର ଦହି ଭାତ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ଅଧିକ ପଢ଼ନ୍ତୁ: ସୁଆଦିଆ ଓ ସ୍ଵାସ୍ଥ୍ୟକର ମାଣ୍ଡିଆ ପକୁଡ଼ି – ଜାଣନ୍ତୁ, ଏହାର ଫାଇଦା ପୁଷ୍ଟିରେ ଭରପୂର ଚିନ୍ନା ଚାଉଳରେ ପ୍ରସ୍ତୁତ ଦହି ଭାତ। ଚିନ୍ନା ଚାଉଳ (ପ୍ରୋସୋ ମିଲେଟ୍‌) ହେଉଛି ଏକ ପୁଷ୍ଟିଶସ୍ୟ। ଏଥିରେ...

ଶରୀର ପାଇଁ ହିତ- ନିମ୍ବ ତରକାରି

ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ ନିମ୍ବ ପତ୍ରର ଔଷଧୀୟ ଗୁଣ ଯୋଗୁଁ ଆୟୁର୍ବେଦରେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି...

ରାତିରେ ଭଲ ନିଦ ହେବା ପାଇଁ ଖାଆନ୍ତୁ ପଖାଳ

ପଖାଳ ସହ ଓଡ଼ିଆ, ଓଡ଼ିଆଙ୍କ ସମ୍ପର୍କ ଏବଂ ସଂସ୍କୃତି ଯୋଡ଼ି ହୋଇ ରହିଛି। ବର୍ତ୍ତମାନ ପିଢ଼ିରେ ବି ପରମ୍ପରାଠୁ ଦୂରେଇ ଯାଇନି ପଖାଳ। ପଖାଳ ଯେତିକି ସ୍ୱାଦିଷ୍ଟ ଦେହପାଇଁ ସେତିକି ହିତକର। ଖରାଦିନେ ତାତିରୁ...

ଦୈନିକ ଖାଆନ୍ତୁ ମୁଠାଏ ଆଲମଣ୍ଡ

ଡାଏବେଟିସ୍, ହାଇ ବ୍ଲଡପ୍ରେସର ଓ ହାଇକୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଆଲମଣ୍ଡ ଖାଇବା ଖୁବ୍ ଭଲ। ବାଦାମ ଶରୀରରେ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ। ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଟମାଟ ସୁପ୍

‌ବିଭିନ୍ନ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ଵରରୁ ଶରୀରକୁ ରକ୍ଷା କରିବା ପାଇଁ ସୁଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ। ଏଥିପାଇଁ ନିୟମିତ ସନ୍ତୁଳିତ ଖାଦ୍ୟ ସହିତ ବ୍ୟାୟାମ କରିବା ଜରୁରୀ। ତେବେ...