Doctor Advice

କେବେ ଅନୁତାପ କରିଛନ୍ତି କି? କ’ଣ କହୁଛନ୍ତି ମନସ୍ତତ୍ଵବିତ

https://youtu.be/lsSRqaBPfwU ଅନୁତାପ’ ଏପରି ଏକ ଶବ୍ଦ ଯାହା ପ୍ରତି ମଣିଷ ଜୀବନରେ ଆସିଥାଏ ଏବଂ ପ୍ରଭାବ ମଧ୍ୟ ପକାଇଥାଏ। ଅନୁତାପ କାହାକୁ ନକରାତ୍ମକ ପଥ ଦେଖାଏ ତ କାହାକୁ ସକରାତ୍ମକ ଅନୁଭୂତି ପ୍ରଦାନ କରିଥାଏ।...

ଆଇସିୟୁରେ କେମିତି ହୁଏ ଚିକିତ୍ସା?

https://youtu.be/x6SeYi0kLHM ପ୍ରାୟ ସମସ୍ତେ ଆଇସିୟୁ ବିଷୟରେ ଶୁଣିଥିବେ, ହେଲେ ଆଇସିୟୁ କ’ଣ? ଏଥିରେ କିଭଳି ଭାବେ ଚିକିତ୍ସା କରାଯାଏ? ଏନେଇ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଗୁଣଧର ପାଢ଼ି କ’ଣ କହୁଛନ୍ତି, ଆସନ୍ତୁ ଜାଣନ୍ତୁ। ଆଇସିୟୁ...

ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି?

https://youtu.be/gexp-yZE0YM ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ...

ଗଣ୍ଠି ଫୁଲିଯିବା, ଗଣ୍ଠି ବଙ୍କା ହୋଇଯିବା ହେଉଛି ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ଲକ୍ଷଣ

https://youtu.be/wNUSGt66oAY ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କ’ଣ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା । ରୁମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର...

ଟେରାପଣ କାହିଁକି ହୋଇଥାଏ? ଜାଣନ୍ତୁ ଏହାର ଚିକିତ୍ସା ବିଷୟରେ ଡାକ୍ତର କ’ଣ କହୁଛନ୍ତି

https://youtu.be/tLN_0fFYcxA ଟେରାପଣ କ’ଣ? ଏହା କାହିଁକି ହୋଇଥାଏ? ଆଖିରେ ଟେରାପଣ ହେଲେ କେଉଁ କେଉଁ ସମସ୍ୟା ହୋଇପାରେ ଏବଂ ଏହାର ଚିକିତ୍ସା ସମ୍ଭବ କି? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର...

ନିଦ ହେଉନି କି? ଜାଣନ୍ତୁ ସ୍ଲିପ୍‌ ହାଇଜିନ୍

https://youtu.be/IL_Q9f00t0E ଷ୍ଟ୍ରେସ୍‌, ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଲୋକେ ନିଦ୍ରାହୀନତାର ଶିକାର ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ନିଦ୍ରାହୀନତାର କାରଣ କ’ଣ? ଏହାର ଚିକିତ୍ସା କ’ଣ ଏବଂ ଭଲ ନିଦରେ କେମିତି ଶୋଇବେ?...

ସବୁ ବୟସରେ ଆଖିର ଯତ୍ନ କିପରି ନେବେ?

https://youtu.be/7QkWh0vU0IE ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଏହାର ଯତ୍ନ ନେବା ନିହାତି ଜରୁରୀ। ତେବେ ସବୁ ବୟସର ଲୋକଙ୍କଠାରେ କ’ଣ କ’ଣ ଆଖି ସମସ୍ୟା ଦେଖାଦିଏ ଓ ଏହାର ସମାଧାନ ଏବଂ...

ଦାନ୍ତ ପୋକ ଖାଇଲେ କେମିତି କରିବେ ଚିକିତ୍ସା?

https://youtu.be/Cba4GF2LrZo ଦାନ୍ତରେ କ୍ୟାଭିଟି ହେଲେ କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପୋକଡ଼ା ଦାନ୍ତ ବା ଦାନ୍ତରେ କ୍ୟାଭିଟି କ’ଣ?ଦାନ୍ତ...

ମେନୋପଜ୍‌ କ’ଣ?

https://youtu.be/dbSdBYrvjHQ ମେନୋପଜ୍‌ କ’ଣ? କେଉଁ ବୟସରେ ମହିଳାମାନଙ୍କର ପିରିୟଡ୍‌ସ ବନ୍ଦ ହୋଇଥାଏ? ପିରିୟଡ୍‌ସ ବନ୍ଦ ହେବା ପରେ କ’ଣ କ’ଣ ସ୍ୱାସ୍ଥ୍ୟ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ...

ମନଇଛା ଷ୍ଟିରଏଡ୍‌ ମେଡିସିନ୍ ନେଉଛନ୍ତି କି?

https://youtu.be/AkNCtE1fwa0 ଷ୍ଟିରଏଡ୍‌ ମେଡିସିନ୍‌ କ’ଣ? ଏହାର କିଭଳି କାର୍ଯ୍ୟ କରେ ଓ ଏହାର ବ୍ୟବହାର କ’ଣ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଜାଣନ୍ତୁ। ଷ୍ଟିରଏଡ୍‌ କ’ଣ?ଷ୍ଟିରଏଡ୍‌...

ପିରିୟଡ୍‌ସ ବେଳେ ଅତ୍ୟଧିକ ପେଟ ଯନ୍ତ୍ରଣା ହୋଇପାରେ ଏଣ୍ଡୋମେଟ୍ରିଓସିସ୍‌

https://youtu.be/4-6clu2HX-Q ଏଣ୍ଡୋମେଟ୍ରିଓସିସ୍ କ’ଣ? ମହିଳାଙ୍କଠାରେ ଏହା ହେବାର କାରଣ କ’ଣ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏଣ୍ଡୋମେଟ୍ରିଓସିସ୍‌ର କାରଣଏଣ୍ଡୋମେଟ୍ରିଓସିସ୍‌ର ଲକ୍ଷଣଏଣ୍ଡୋମେଟ୍ରିଓସିସ୍‌କୁ...

ଗଳାରେ ଦରଜ ହେଉଛି କି?

https://youtu.be/J6ygKg0kKTY ଟନ୍‌ସିଲାଇଟିସ୍‌ କ’ଣ? ସର୍ଜରିର ଆବଶ୍ୟକତା କେତେବେଳେ ଦରକାର ପଡ଼େ? ଏହାର ନିରାକରଣ ଓ ଚିକିତ୍ସାକୁ ନେଇ କର୍ଣ୍ଣ ନାଶା ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ଏନ୍‌ ହିମାଂଶୁ ଚୌଧୁରୀ କ’ଣ କହୁଛନ୍ତି, ଜାଣନ୍ତୁ। ଟନ୍‌ସିଲାଇଟିସ୍‌ର...

ଅଣ୍ଟା ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

https://youtu.be/dL8PRHb1QWA ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ, ମୋଟାପଣ ଓ ଭାର ବହନ କାର୍ଯ୍ୟ ଯୋଗୁଁ ଅଣ୍ଟା ଉପରେ ଚାପ ପଡ଼ିଥାଏ। ଫଳରେ ଅଣ୍ଟା ଯନ୍ତ୍ରଣା ହୋଇଥାଏ। ଏଥିରୁ କେମିତି ପାଇବେ ମୁକ୍ତି?...

ପିଲାଙ୍କଠାରେ କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା

https://youtu.be/i_6RTaYjWJg କୋଭିଡ୍‌ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍‌ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ...

ଯୁବପିଢ଼ିଙ୍କ ପାଇଁ ବିପଦ ଇଣ୍ଟରନେଟ୍‌ ନିଶା

https://youtu.be/jsw-5SKP8uY ଆଜିକାଲି ସବୁ ବୟସର ଲୋକ ଇଣ୍ଟରନେଟ୍‌ ନିଶାର ଶିକାର ହେଉଛନ୍ତି। ଫଳରେ ଏହା ତାଙ୍କର ସାମାଜିକ ଓ ପାରିବାରିକ ଜୀବନ ଉପରେ ପ୍ରଭାବ ପକାଉଛି। ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ ନିଶା କାହିଁକି ବଢ଼ୁଛି?...

ଉଚ୍ଚ ରକ୍ତଚାପ – ବଡ଼ ରୋଗର ମୂଳ କାରଣ

https://youtu.be/6IkJzalQvgs ଉଚ୍ଚ ରକ୍ତଚାପ ସବୁ ବଡ଼ ବଡ଼ ରୋଗର ମୂଳ କାରଣ। ତେଣୁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଜରୁରୀ। ତେବେ ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପର ଜଟିଳତା କ’ଣ? କେମିତି କରିବେ ରକ୍ତଚାପକୁ ନିୟନ୍ତ୍ରଣ? ଏନେଇ...

ତ୍ୱଚାରୁ କଳା ଦାଗ କେମିତି ଯିବ?

https://youtu.be/-SKL8dvnsCk ମୁହଁରୁ ବ୍ରଣର ଦାଗ, କଳା ଦାଗ, ମେଲାଜ୍‌ମା ଭଳି ସମସ୍ୟା ଯିବ କେମିତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରରେ ମେଲାନିନ୍‌ର ମାତ୍ରା...

ଲୁପସ୍‌ ରୋଗ କ’ଣ? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

https://youtu.be/o0vfOuZ_XLs ଲୁପସ୍‌ ରୋଗ କ’ଣ, ଏହାକୁ ଚିହ୍ନିବେ କେମିତି? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଅଧିକ ଜାଣିବା। ଲୁପସ୍ ରୋଗ କ’ଣ ଓ କାରଣଲୁପସ୍ ରୋଗର ଲକ୍ଷଣଲୁପସ୍ ରୋଗକୁ ଚିହ୍ନିବେ...

କେଶ ଝଡ଼ିବା ଓ ଚନ୍ଦାପଣ – କିପରି ପାଇବେ ମୁକ୍ତି?

https://youtu.be/tgqXYWdR2nE କେଶ ଝଡ଼ିବା ଓ ଚନ୍ଦାପଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେବେ କେଶ ଝଡ଼ିବା ଏବଂ ଚନ୍ଦାପଣର କାରଣ କ’ଣ? ଏନେଇ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ...

ବ୍ରେନ୍‌ ଷ୍ଟ୍ରୋକ୍‌କୁ ଚିହ୍ନିବା ପାଇଁ ୪ ଫମୂର୍ଲା

https://youtu.be/YmjvDtT2yFo ବ୍ରେନ୍ ଷ୍ଟ୍ରୋକର କାରଣ କ’ଣ? ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ କ‘ଣ ଏବଂ ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା କାହାକୁ ଅଧିକ? ଏନେଇ ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ କ’ଣ...

ମଦ୍ୟପାନ – କାହିଁକି ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ?

https://youtu.be/AGuLYokGNkY ମଦ ପିଇବା ଦ୍ୱାରା ଶାରୀରିକ ଓ ମାନସିକ ଭାବେ କ’ଣ କ୍ଷତି ହୁଏ? ମଦ ପିଇବା ଛାଡ଼ିବେ କିପରି? ଏନେଇ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ରଙ୍କ ପରାମର୍ଶ,...

ଖରାଦିନେ ତ୍ୱଚାର ଯତ୍ନ କିପରି ନେବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

https://youtu.be/dG7CVGtLEg0 ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟାରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ...

କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା

https://youtu.be/iC52sB9yAko ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ। ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ?କୋଭିଡ୍‌ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସାକୋଭିଡ୍‌ରୁ...

କୋଭିଡ୍‌ ସମୟରେ ମାନସିକ ଚାପ – କେମିତି ମୁକୁଳିବେ?

https://youtu.be/RJRgyTfti3s କୋଭିଡ୍‌ ଯୋଗୁଁ ଅନେକ ଲୋକଙ୍କର ମାନସିକ ଚାପ ବଢ଼ୁଛି? ଏହି ଚାପରୁ କିପରି ବାହାରିବେ? ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ...