ସୁରକ୍ଷିତ କଳା ଓ ଘନ କେଶ ଏବଂ ଉଜ୍ୱଳ ଓ ଚମକଦାର ତ୍ୱଚା ପାଇଁ ଆପଣାନ୍ତୁ ‘ମାମାଆର୍ଥ’ର 5ଟି ପ୍ରଡକ୍ଟ।
ଆଣ୍ଟି ଆକ୍ନେ କିଟ୍
କଥାରେ ଅଛି, ଆପଣଙ୍କ ମୁହଁ ହିଁ ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ମୁହଁରେ ବ୍ରଣ, ଡାର୍କ ସର୍କଲ କିମ୍ବା କୌଣସି କଳା ଦାଗ ବାହାରେ, ତେବେ ଏହା ଆମ ଆତ୍ମବିଶ୍ବାସ ଉପରେ ପ୍ରଭାବ ପକାଇଥାଏ। ମୁହଁର ତ୍ୱଚା ହେଉଛି ଅଧିକ ସମ୍ବେଦନଶୀଳ। ସଠିକ ଉପାୟରେ ଏହାର ଯତ୍ନ ନେବା ଦରକାର। ନଚେତ ବ୍ରଣ ଜନିତ ବିଭିନ୍ନ ସମସ୍ୟା ବାହାରିଥାଏ।
ମୁହଁ ତ୍ୱଚାର ଯତ୍ନ ନେବା ପାଇଁ ଆପଣ ‘ମାମାଆର୍ଥ’ କମ୍ପାନିର ‘ଆଣ୍ଟି ଆକ୍ନେ କିଟ୍’ ବ୍ୟବହାର କରିପାରିବେ। ଏହି ‘ଆଣ୍ଟି ଆକ୍ନେ କିଟ୍’ରେ ଆପଣଙ୍କୁ ମିଳିବ ଫେସ୍ ୱାଶ୍, ଫେସ୍ କ୍ରିମ୍ ଏବଂ ସେରମ୍। ନିମ୍ବ ପତ୍ର, ଆପଲ୍ ସାଇଡର୍ ଭିନେଗାର୍ ଏବଂ ନିୟାସିନାମାଇଡରେ ଏହା ତିଆରି। ଯାହା ଆପଣଙ୍କ ତ୍ୱଚାକୁ କୋମଳ ଓ ଉଜ୍ୱଳ ରଖିବାରେ ସାହାଯ୍ୟ କରିବ।
ମାମାଆର୍ଥ ‘ଆଣ୍ଟି ଆକ୍ନେ କିଟ୍’ର ମୂଲ୍ୟ ମାତ୍ର 899 ଟଙ୍କା।
ଆଣ୍ଟି ଆକ୍ନେ କିଟ୍ କିଣିବା ପାଇଁ କ୍ଲିକ୍ କରନ୍ତୁ : https://bit.ly/390WizB
ଆଣ୍ଟି ହେଆର ଫଲ୍ କିଟ୍
ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ କେଶର ଠିକ୍ ଭାବେ ଯତ୍ନ ନେବା ଦରକାର। ତେବେ ଏଥିରେ ଆପଣଙ୍କୁ ସାହାଯ୍ୟ କରିପାରେ ‘ମାମାଆର୍ଥ’ କମ୍ପାନିର ‘ଆଣ୍ଟି ହେଆର ଫଲ୍ କିଟ୍’। ପିଆଜ ତେଲରେ ନିର୍ମିତ 3ଟି ପ୍ରଡକ୍ଟ ଓନିଅନ୍ ଅଏଲ, ଓନିଅନ ସାମ୍ପୋ ଏବଂ ଓନିଅନ୍ କଣ୍ଡିସନର ଆପଣଙ୍କୁ ଏଥିରେ ମିଳିବ।
‘ଆଣ୍ଟି ହେଆର ଫଲ୍ କିଟ୍’ ମୁଖ୍ୟତଃ ପିଆଜ ମଞ୍ଜି ତେଲରେ ନିର୍ମିତ। ଏହାସହିତ ଏଥିରେ ରହିଛି ପ୍ଲାଣ୍ଟ୍ କେରାଟିନ୍ ଏବଂ ନଡ଼ିଆର ଗୁଣ। କେଶକୁ ମଜଭୁତ ଏବଂ ସୁସ୍ଥ ରଖିବାରେ ଏହି ଆଣ୍ଟି ହେଆର ଫଲ୍ କିଟ୍ ଆପଣଙ୍କୁ ସାହାଯ୍ୟ କରିବ।
ମାମାଆର୍ଥ ‘ଆଣ୍ଟି ହେଆର ଫଲ୍ କିଟ୍’ର ମୂଲ୍ୟ ମାତ୍ର 849 ଟଙ୍କା।
ଆଣ୍ଟି ହେଆର ଫଲ୍ କିଟ୍ କିଣିବା ପାଇଁ କ୍ଲିକ୍ କରନ୍ତୁ : https://bit.ly/38bA9PX
ଭିଟାମିନ୍-ସି ବଡି ଲୋସନ୍
ଅନ୍ୟପକ୍ଷରେ ଶୀତ ଦିନରେ ଶରୀରର ତ୍ୱଚା ଅଧିକ ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚା ଫାଟିବା, ନାଲି ପଡ଼ିଯିବା ଏବଂ ଫଳିଯିବା ଭଳି ସମସ୍ୟା ଦେଖାଦଇଥାଏ। ତ୍ୱଚାର ସଠିକ ଯତ୍ନ ନେବାରେ ଆପଣଙ୍କୁ ସାହାଯ୍ୟ କରିବ ‘ମାମାଆର୍ଥ’ କମ୍ପାନିର ‘ଭିଟାମିନ୍-ସି ବଡି ଲୋସନ୍’। ଏଥିରେ ରହିଛି ଭିଟାମିନ୍-ସି, ମହୁ, ସିଆ ବଟର ଏବଂ ଅଲିଭ ଅଏଲର ଗୁଣ। ଯାହା ଆପଣଙ୍କ ତ୍ୱଚାକୁ କୋମଳ ଓ ସୁସ୍ଥ ରଖିଥାଏ।
ମାମାଆର୍ଥ ‘ଭିଟାମିନ୍-ସି ବଡି ଲୋସନ୍’ର ମୂଲ୍ୟ ମାତ୍ର 399 ଟଙ୍କା।
ଭିଟାମିନ୍-ସି ବଡି ଲୋସନ୍ କିଣିବା ପାଇଁ କ୍ଲିକ୍ କରନ୍ତୁ : https://bit.ly/3b9KwFV
ବାଏ ବାଏ ଡାର୍କ ସର୍କଲ ଆଇ କ୍ରିମ୍
ମହିଳା ହେଉ ଅବା ପୁରୁଷ, ଆଖି ତଳେ କଳା ଦାଗ (ଡାର୍କ ସର୍କଲ)କୁ ନେଇ ସମସ୍ତେ ଚିନ୍ତିତ। ରାତି ଅନିଦ୍ରା, ଖରାପ ଜୀବନଶୈଳୀ ଏବଂ ପ୍ରଦୂଷଣ ଯୋଗୁଁ ଆଖି ତଳେ ମେଲାନିନ୍ କଣିକା ଜମା ହୋଇଥାଏ। ଫଳରେ ଆଖି ତଳ କଳା ପଡ଼ିଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ‘ମାମାଆର୍ଥ’ କମ୍ପାନିର ବାଏ ବାଏ ଡାର୍କ ସର୍କଲ ଆଇ କ୍ରିମ୍ ବ୍ୟବହାର କରିପାରିବେ।
ଏହି କ୍ରିମରେ ଥିବା କାକୁଡ଼ିର ଗୁଣ, ଯାହା ଚର୍ମକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ଏବଂ ଅନ୍ୟାନ୍ୟ ଉପାଦାନ ଯାହା ମେଲାନିନ୍ କୁ କମ କରିଥାଏ। ଫଳରେ ଆପଣ ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ପାଇପାରିବେ।
ମାମାଆର୍ଥ ‘ବାଏ ବାଏ ଡାର୍କ ସର୍କଲ ଆଇ କ୍ରିମ୍’ର ମୂଲ୍ୟ ମାତ୍ର 399 ଟଙ୍କା।
ବାଏ ବାଏ ଡାର୍କ ସର୍କଲ ଆଇ କ୍ରିମ୍ କିଣିବା ପାଇଁ କ୍ଲିକ୍ କରନ୍ତୁ : https://bit.ly/3hIOfeQ
ଭ୍ରିଙ୍ଗରାଜ ଓ ଆମ୍ଲା ହେଆର ଅଏଲ
ନିୟମିତ ବ୍ୟବଧାନରେ କେଶରେ ତେଲ ଲଗାଇବା ଏକ ଭଲ ଅଭ୍ୟାସ। ଏହା କେଶକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ତେବେ ମାମାଆର୍ଥ କମ୍ପାନିର ଭ୍ରିଙ୍ଗରାଜ ଓ ଆମ୍ଲା ହେୟାର ଅଏଲ ଆପଣଙ୍କ କେଶ ପାଇଁ ଭଲ ସାବ୍ୟସ୍ତ ହୋଇପାରେ। ଏଥିରେ ରହିଛି ଭ୍ରିଙ୍ଗରାଜ ଓ ଅଁଳାର ଗୁଣ। ଏହି ହେଆର ଅଏଲର ମୂଲ୍ୟ ମାତ୍ର 399 ଟଙ୍କା।
ଭ୍ରିଙ୍ଗରାଜ ଓ ଆମ୍ଲା ହେଆର ଅଏଲ କିଣିବା ପାଇଁ କ୍ଲିକ୍ କରନ୍ତୁ : https://bit.ly/35bLdL8