#PostMenopausalBleeding #OdiaHealthTips
ୠତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ପୁଣି ରକ୍ତସ୍ରାବ ହେବା ବା ମେନୋପଜ୍ ପରେ ରକ୍ତସ୍ରାବ ବିଭିନ୍ନ କାରଣ ପାଇଁ ହୋଇଥାଏ। ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ମେନୋପଜ୍ ପରେ ରକ୍ତସ୍ରାବ ହେବାର କାରଣ କ’ଣ? (0:00)
ମେନୋପଜ୍ ପରେ ରକ୍ତସ୍ରାବକୁ ଅଣଦେଖା କରନ୍ତୁ ନାହିଁ (1:42)
କାହାକୁ ହେବାର ଆଶଙ୍କା ଅଧିକ? (2:42)
ମେନୋପଜ୍ ପରେ ରକ୍ତସ୍ରାବର କାରଣ ଜାଣିବା ପାଇଁ ପରୀକ୍ଷା (3:18)
ମେନୋପଜ୍ ପରେ ରକ୍ତସ୍ରାବର ଚିକିତ୍ସା (5:31)
Menopause is a natural biological process that marks the end of a woman’s menstrual cycle. However, Postmenopausal bleeding (PMB) is vaginal bleeding occurring more than a year after a woman’s last menstrual period, raises concern. What causes Postmenopausal Bleeding? How to Treat Postmenopausal Bleeding? Let’s know more from Dr Shilpa Mishra, a Gynaecologist.
In this Video,
Causes of Postmenopausal Bleeding, in Odia (0:00)
When to consult a doctor for Postmenopausal Bleeding? in Odia (1:42)
Who is at risk of developing Postmenopausal Bleeding? in Odia (2:24)
Diagnosis of Postmenopausal Bleeding, in Odia (3:18)
Treatment of Postmenopausal Bleeding, in Odia (5:31)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!