#UrineInfection #OdiaHealthTips #DoctorAdvice
ଉଭୟ ପୁରୁଷ ଓ ମହିଳାଙ୍କଠାରେ ୟୁରିନ୍ ଇନ୍ଫେକ୍ସନ୍ ବା ପରିସ୍ରା ସଂକ୍ରମଣ ସମସ୍ୟା ଦେଖିବାକୁ ମିଳିଥାଏ। ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ପରିସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ତେବେ କାହିଁକି ହୁଏ ୟୁରିନ୍ ଇନ୍ଫେକ୍ସନ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ୟୁରିନ୍ ଇନ୍ଫେକ୍ସନ୍ କାହିଁକି ହୁଏ? (0:00)
ପୁରୁଷ ତଥା ମହିଳାଙ୍କଠାରେ ଲକ୍ଷଣ ସମାନ ନା ଭିନ୍ନ (3:26)
ବାରମ୍ବାର ପରିସ୍ରା ସଂକ୍ରମଣର ଜଟିଳତା (5:04)
ଏହାର କାରଣ ଜାଣିବା ପାଇଁ ପରୀକ୍ଷା (6:21)
ୟୁରିନ୍ ଇନ୍ଫେକ୍ସନ୍ର ଚିକିତ୍ସା (8:15)
ଏହାକୁ ରୋକିବେ କିପରି? (10:14)
One of the most common problems in the human body is urinary tract infections (UTI). Bacterial infections in the bladder or urethra are called urinary tract infections. So why does urine infection happen? Let us find out more about its symptoms, treatment, and prevention from Urologist Dr Sukanta Kumar Padhy.
In this Video,
Why does urine infection occur? (0:00)
Symptoms are the same or different in men and women (3:26)
Complications of frequent urinary tract infections (5:04)
Test to find out the cause (6:21)
Treatment of urinary tract infections (8:15)
Prevention of UTI (10:14)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!