#CAD #HeartAttack #OdiaHealthTips
ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ଧମନୀ ବା ରକ୍ତନଳୀ ସାହାଯ୍ୟରେ ରକ୍ତ ପ୍ରବାହିତ ହୋଇଥାଏ। ସେହି ସବୁ ରକ୍ତ ନଳୀରେ ଚର୍ବି ଜମା ହୋଇଗଲେ, ତାହା ହୃଦ୍ଘାତର ମୁଖ୍ୟ କାରଣ ସାଜିଥାଏ। ସେହିପରି ହାର୍ଟର ମାଂସପେଶୀକୁ ଧମନୀ ବାଟ ଦେଇ ରକ୍ତ ପ୍ରବାହିତ ହୋଇଥାଏ, ଯାହାକୁ କରୋନାରି ଆର୍ଟେରି ବୋଲି କୁହାଯାଏ। ଏବଂ ଏହି ଧମନୀରେ ଚର୍ବି ଜମା ହୋଇ ହୃଦ୍ଘାତ ହେଲେ, ତା’କୁ କରୋନାରି ଆର୍ଟେରି ରୋଗ ବୋଲି କୁହାଯାଏ। ଆସନ୍ତୁ ସେ ବିଷୟରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ସୁଭାଶିଷ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
କୋରୋନାରି ଆର୍ଟେରି ରୋଗ (CAD) କ’ଣ? (0:00)
ହୃଦ୍ଘାତର କାରଣ (2:41)
ହୃଦ୍ଘାତର ଲକ୍ଷଣ କ’ଣ? (6:31)
କୋରୋନାରି ଆର୍ଟେରି ରୋଗର ଜଟିଳତା (8:56)
କେଉଁମାନଙ୍କଠାରେ ଆଶଙ୍କା ଅଧିକ? (11:13)
କୋରୋନାରି ଆର୍ଟେରି ରୋଗର ପରୀକ୍ଷା (14:04)
କୋରୋନାରି ଆର୍ଟେରିର ଚିକିତ୍ସା (18:30)
କୋରୋନାରି ଆର୍ଟେରି ରୋଗ ଥିବା ବ୍ୟକ୍ତି କ’ଣ କରିବେ, କ’ଣ ନାହିଁ? (22: 13)
ହୃଦ୍ଘାତକୁ ରୋକିବେ କିପରି? (24:22)
When cholesterol begins to accumulate in the Coronary Arteries that carry blood to the heart, it narrows the arteries and reduces blood flow. Due to improper blood flow, the risk of diseases increases. These are called Coronary Artery Diseases (CAD). What is the cause of Coronary Artery Disease? Let’s find out more from Dr Subhasis Mishra, a Cardiologist.
In this Video,
What is Coronary Artery Disease? in Odia (0:00)
Causes of Coronary Artery Disease in Odia (2:41)
Symptoms of Coronary Artery Disease, in Odia (6:31)
Complications of Coronary Artery Disease, in Odia (8:56)
Who is at risk of Coronary Artery Disease? in Odia (11:13)
Diagnosis of Coronary Artery Disease? in Odia (14:04)
Treatments of Coronary Artery Disease, in Odia (18:30)
What to do & not to do with Coronary Artery Disease? in Odia (22:13)
Prevention of Coronary Artery Disease, in Odia (24:22)
Subscribe, Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!