#CervicalCancer #OdiaHealthTips
ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କ୍ୟାନ୍ସର ରୋଗ ହେଉଛି ସର୍ଭାଇକାଲ କ୍ୟାନସର। ଏହାର ପ୍ରମୁଖ କାରଣ ହେଉଛି ଏଚ୍ପିଭି ସଂକ୍ରମଣ। ଖୁସିର କଥା ହେଉଛି ଯେ, ୯୦ ଭାଗ କ୍ଷେତ୍ରରେ ଆମେ ଏହାକୁ ରୋକିପାରିବା, ଯେମିତିକି ଟିକାକରଣ, ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ, ବ୍ୟବଧାନରେ ପାପ୍ ସ୍ମିୟର ତଥା ଏଚ୍ପିଭି ପରୀକ୍ଷା କରାଇବା। ଆସନ୍ତୁ, ଏ ବିଷୟରେ ଅଧିକ ଜାଣିବା ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ୍ କୌରଙ୍କଠାରୁ, ଏହି ଭିଡିଓରେ।
ସର୍ଭାଇକାଲ କ୍ୟାନ୍ସରକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।
ଏହି ଭିଡିଓରେ ରହିଛି,
ସର୍ଭାଇକାଲ କ୍ୟାନ୍ସର କେତେ ସାଧାରଣ? (0:00)
କାହିଁକି ହେଉଛି ସର୍ଭାଇକାଲ କ୍ୟାନ୍ସର? (1:19)
ସର୍ଭାଇକାଲ କ୍ୟାନ୍ସରର ଲକ୍ଷଣ କ’ଣ? (3:24)
ସର୍ଭାଇକାଲ କ୍ୟାନ୍ସରର ସ୍କ୍ରିନିଂ କେମିତି ହୁଏ? (4:41)
ସର୍ଭାଇକାଲ କ୍ୟାନ୍ସରକୁ ରୋକିପାରିବା କି? (6:56)
Cervical Cancer is a type of cancer that occurs in the cells of the cervix, which is the lower part of the uterus that connects to the vagina. Nearly all cervical cancers are caused by the human papillomavirus (HPV). What are the symptoms of Cervical Cancer? How to Treatment Cervical Cancer? Let’s know more from Dr Harpreet Kaur, an Obstetrician & Gynaecologist.
In this Video,
What is Cervical Cancer? in Odia (0:00)
Causes of Cervical Cancer, in Odia (1:19)
Symptoms of Cervical Cancer, in Odia (3:24)
Screening for Cervical Cancer, in Odia (4:41)
Prevention of Cervical Cancer, in Odia (6:56)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!