#Depression #Sadness #OdiaHealthTips
ସୁଖ ଦୁଃଖକୁ ନେଇ ଆମ ଜୀବନ। ଏହା ଜୀବନର ପାହାଚ ସଦୃଶ। ହେଲେ ବିନା କାରଣରେ ଯଦି ଜଣେ ସବୁବେଳେ ଦୁଃଖରେ ରହେ, ତେବେ ଏହା ମାନସିକ ରୋଗର ଲକ୍ଷଣ ହୋଇପାରେ। ତେବେ ସବୁବେଳେ ଦୁଃଖରେ ରହିବା ମାନସିକ ରୋଗର ଲକ୍ଷଣ କି? ଏହାର କାରଣ, ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ସବୁବେଳେ ମନ ଦୁଃଖ ହେବା ମାନସିକ ରୋଗର ଲକ୍ଷଣ କି? (0:00)
ମନ ଦୁଃଖ ହେବାର କାରଣ କ’ଣ ହୋଇପାରେ? (0:23)
ବାରମ୍ବାର ମନ ଦୁଃଖରେ ରହିଲେ ସ୍ୱାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଏ? (1:41)
କେଉଁମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦିଏ? (4:02)
ଏହାର ଚିକିତ୍ସା କ’ଣ? (5:27)
ମନ ଦୁଃଖକୁ ଏଡ଼ାଇବେ କେମିତି? (6:46)
Our lives are filled with happiness and sorrow. However, if a person is always sad for no reason, it can be a sign of mental illness. So is depression a sign of mental illness? Let’s know more from Prof Dr Suvendu Narayan Mishra, a Consultant Neuropsychiatrist, Sexologist & Drug Deaddiction Specialist.
In this Video,
Is sadness a symptom of mental illness? (0:00)
What can be the cause of sadness? (0:23)
Effect of sadness on your health (1:41)
Who is more prone to sadness ? (4:02)
Treatment of sadness (5:27)
How to prevent sadness? (6:46)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!