#Dandruff #OdiaHealthTips #DoctorAdvice
ସାଧାରଣତଃ ଶୀତଦିନେ ଆସିଲେ ଅଧିକାଂଶ ଲୋକ ରୁପି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। କେତେ ଜଣଙ୍କର ମୁଣ୍ଡରେ ଶୁଖିଲା ରୁପି ମଧ୍ୟ ହୋଇଥାଏ। ତେବେ ଏହା ରୁପି ନା ଅନ୍ୟ କୌଣସି ସମସ୍ୟା? ଏନେଇ କ’ଣ କହୁଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ, ଆସନ୍ତୁ ଜାଣିବା।
Dandruff troubles everyone in winters. Dandruff gets worse in winters because of dry and cold air. So why does the dandruff problem occur? How can the problem be treated? How to deal with dandruff during winters? Let’s know more from Dr Kumar Abhishek, a Dermatologist.
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!