#BloodCancer #OdiaHealthTips
ରକ୍ତରେ ଲୌହ ରକ୍ତ କଣିକା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍ଲେଟ୍ ରହିଛି। ଶ୍ୱେତ ରକ୍ତ କଣିକା ସାଧାରଣ ସ୍ତରଠାରୁ ଅଧିକ ବୃଦ୍ଧି ପାଇଲେ ଶରୀରରେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ କିମ୍ବା ବ୍ଲଡ୍ କ୍ୟାନ୍ସର ବି ହୋଇପାରେ। ରକ୍ତ କର୍କଟର କାରଣ କ’ଣ? ରକ୍ତ କର୍କଟକୁ ଚିହ୍ନିବେ କିପରି? ଏନେଇ ବିଶିଷ୍ଟ ହେମାଟୋ ଅଙ୍କୋଲୋଜିଷ୍ଟ ପ୍ରଫେସର ଡାକ୍ତର ନଳିନୀ ପତିଙ୍କଠାରୁ ଅଧିକ ଜାଣନ୍ତୁ।
ଏହି ଭିଡିଓରେ ରହିଛି,
ରକ୍ତ କର୍କଟ କ’ଣ ଓ ଏହାର ପ୍ରକାର? (0:00)
କାହାକୁ ହେବାର ଆଶଙ୍କା ଅଧିକ? (2:01)
ରକ୍ତ କର୍କଟର ଲକ୍ଷଣ କ’ଣ? (3:52)
ରକ୍ତ କର୍କଟର ପରୀକ୍ଷା (6:17)
ରକ୍ତ କର୍କଟର ଚିକିତ୍ସା (8:19)
ରକ୍ତ କର୍କଟ ଚିକିତ୍ସା ବେଳେ ଖାଦ୍ୟପେୟ (13:59)
ରକ୍ତ କର୍କଟରେ ସଫଳତାର ହାର କେତେ? (15:30)
ରକ୍ତ କର୍କଟରେ ପୀଡ଼ିତ ବ୍ୟକ୍ତିଙ୍କର ପରିଚାଳନା କେମିତି ହୁଏ? (17:31)
ରକ୍ତ କର୍କଟକୁ ରୋକିବେ କିପରି? (19:09)
Blood Cancer/ Leukaemia is a group of cancers that affect the blood and bone marrow. It affects the production and function of blood cells. The exact cause of leukemia is often unknown, but it is believed to result from a combination of genetic and environmental factors. What are the symptoms of Blood Cancer? How to Treat Blood Cancer? Let’s know more from Prof Dr Nalini Pati, a Haemato Oncologist.
In this Video,
Types of Blood Cancer, in Odia (0:00)
Who is at risk of developing Blood Cancer? in Odia (2:01)
Symptoms of Blood Cancer, in Odia (3:52)
Diagnosis of Blood Cancer, in Odia (6:17)
Treatment of Blood Cancer, in Odia (8:19)
Dietary & Nutritional needs for Blood Cancer Patients, in Odia (13:59)
What is the survival rate for Blood Cancer? in Odia (15:30)
How to manage Blood Cancer? in Odia (17:31)
Prevention of Blood Cancer, in Odia (19:09)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!