#HPV #OdiaHealthTips
ହ୍ୟୁମାନ୍ ପାପିଲୋମା ଭାଇରସ୍ (HPV) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ। ତେବେ ଏହି ହ୍ୟୁମାନ୍ ପାପିଲୋମା ଭାଇରସ୍ ଯୋଗୁଁ ମହିଳାଙ୍କଠାରେ ଅନେକ ସମସ୍ୟା ହୋଇପାରେ। ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏଚ୍ପିଭି ଟିକା ମଧ୍ୟ ଉପଲବ୍ଧ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଏଚ୍ପିଭି କ’ଣ? ଏହା କେମିତି ବ୍ୟାପେ ଓ ଏହି ରୋଗଠାରୁ ନିଜକୁ ସୁରକ୍ଷିତ ରହିବେ, ସେ ନେଇ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ହ୍ୟୁମାନ ପାପିଲୋମା ଭାଇରସ୍ (HPV) କ’ଣ? (0:00)
ଏଚ୍ପିଭି ଟିକା କେଉଁମାନେ ନେବା ଆବଶ୍ୟକ? (2:04)
ଏଚ୍ପିଭି ଟିକା ନ ନେଲେ କ’ଣ ସମସ୍ୟା ହୋଇପାରେ? (3:18)
ଏଚ୍ପିଭି ଟିକା ନେବାର ଫାଇଦା (4:02)
ସର୍ଭାଇକାଲ କ୍ୟାନ୍ସରକୁ ରୋକିବ ଏଚ୍ପିଭି ଟିକା (6:10)
Human papillomavirus (HPV) is a sexually transmitted virus that can cause a range of health problems, including cervical cancer. Both men and women can be infected with HPV, and women are more likely to experience symptoms and complications from the virus. How to protect yourself against HPV? Let’s find out more from Dr Chinmayee Kar, an Obstetrician & Gynaecologist.
In this Video,
What is Human papillomavirus (HPV)? in Odia (0:00)
Who should get the HPV vaccine? in Odia (2:04)
What can happen if you don’t get the HPV vaccine? in Odia (3:18)
Benefits of getting the HPV vaccine, in Odia (4:02)
HPV vaccine can prevent cervical cancer, in Odia (6:10)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!