#Menopause #OdiaHealthTips
ମେନୋପଜ୍ ହେଉଛି ମହିଳାଙ୍କ ଜୀବନରେ ଏକ ଅବସ୍ଥା। ପିରିୟଡ୍ର ଆରମ୍ଭ ହେବା ଦିନରୁ ମେନୋପଜ୍ ପର୍ଯ୍ୟନ୍ତ ମହିଳା ହରମୋନ୍ ଅସନ୍ତୁଳନର ସାମ୍ନା କରିଥାଆନ୍ତି। କେବଳ ମେନୋପଜ୍ ନୁହେଁ ମେନୋପଜ୍ ପରେ ମଧ୍ୟ ମହିଳାଙ୍କଠାରେ ବିଭିନ୍ନ ଶାରୀରିକ ତଥା ମାନସିକ ସମସ୍ୟା ହୋଇପାରେ, ଯାହାର ଚିକିତ୍ସା ମଧ୍ୟ ଉପଲବ୍ଧ ରହିଛି। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହର୍ପ୍ରିତ୍ କୌରଙ୍କଠାରୁ ମେନୋପଜ୍ ବିଷୟରେ ସମ୍ପୂର୍ଣ୍ଣ ଜାଣିବା।
ଏହି ଭିଡିଓରେ ରହିଛି,
କେଉଁ ବୟସରେ ମେନୋପଜ୍ ହୋଇଥାଏ? (0:00)
ପେରି-ମେନୋପଜ୍ ବା ମେନୋପଜ୍ ପୂର୍ବରୁ ଦେଖାଦେଉଥିବା ଲକ୍ଷଣ (1:57)
ମେନୋପଜ୍ ବେଳେ କ’ଣ କ’ଣ ସମସ୍ୟା ହୋଇପାରେ? (2:52)
ପେରି-ମେନୋପଜ୍ର ଲକ୍ଷଣକୁ କେମିତି ପରିଚାଳନା କରିବେ? (4:29)
ମେନୋପଜ୍ ବେଳେ ମହିଳାଙ୍କ ଡାଏଟ୍ କେମିତି ହେବା ଦରକାର? (7:39)
ମେନୋପଜ୍ ପରେ ସ୍ୱାସ୍ଥ୍ୟର ଯତ୍ନ (11:13)
ମେନୋପଜ୍ ପରେ ହରମୋନ ଅସନ୍ତୁଳନର ଚିକିତ୍ସା (12:36)
Menopause is a natural biological process that marks the end of a woman’s menstrual cycle. While it is a normal part of aging, it can bring about certain health issues and changes in the body due to hormonal changes. At what age does Menopause occur? How to take care of Health after Menopause? Let’s know more from Dr Harpreet Kaur, an Obstetrician and Gynaecologist.
In this Video,
At what age does Menopause occur? in Odia (0:00)
Symptoms of Perimenopause or Menopause, in Odia (1:57)
Complications of Menopause, in Odia (2:52)
How to manage the symptoms of Perimenopause or Menopause? in Odia (4:29)
What to eat & avoid during Menopause? in Odia (7:39)
How to take care of Health after Menopause? in Odia (11:13)
Treatment of hormonal imbalance after Menopause, in Odia (12:36)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!