#AnalFistula #OdiaHealthTips #DoctorAdvice
ଭଗନ୍ଦର ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ। କେତେକ ବ୍ୟକ୍ତିଙ୍କର ମଳଦ୍ଵାର ପାର୍ଶ୍ୱରେ ଏକ ଛିଦ୍ର ହେବା ସହ ସେଥିରୁ ମଳ ତଥା ରକ୍ତ ପଡ଼ିଥାଏ। ଏହାକୁ ଭଗନ୍ଦର ବୋଲି କୁହାଯାଏ? ତେବେ ଭଗନ୍ଦର କାହିଁକି ହୁଏ? କେମିତି କରିବେ ଏହି ରୋଗର ଚିକିତ୍ସା? ଏନେଇ ବିଶିଷ୍ଟ ଲାପାରୋସ୍କୋପିକ୍ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଭଗନ୍ଦର କାହିଁକି ହୋଇଥାଏ? (0:00)
ଭଗନ୍ଦରର ଲକ୍ଷଣ କ’ଣ? (1:04)
ଭଗନ୍ଦରର ଚିକିତ୍ସା କେମିତି ହୁଏ? (1:59)
ଭଗନ୍ଦରର ସର୍ଜରି କରିବା ଜରୁରୀ କି? (4:52)
An anal fistula is defined as a small tunnel with an internal opening in the anal canal and an external opening in the skin near the anus. So what are the causes of Fistula? How to treat this disease? Let’s find out more from Dr Biswajit Mohapatra, a Laparoscopic Surgeon.
In this Video,
Causes of Anal Fistula? (0:00)
Symptoms of Anal Fistula (1:04)
Treatment of Anal Fistula (1:59)
Is Anal Fistula surgery necessary? (4:52)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!