#HighRiskPregnancy #OdiaHealthTips
ବିପଦପୂର୍ଣ୍ଣ ବା ବିପଦସଙ୍କୁଳ ଗର୍ଭାବସ୍ଥାର ବିଭିନ୍ନ କାରଣ ହୋଇପାରେ। ଅଧିକ ବୟସ, ଅତ୍ୟଧିକ ଓଜନ, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ସମସ୍ୟା ଥାଇ ପିଲା ଯୋଜନା କଲେ ହାଇ ରିସ୍କ ପ୍ରେଗ୍ନାନ୍ସି ବା ଗର୍ଭାବସ୍ଥା ବିପଦପୂର୍ଣ୍ଣ ହେବାର ଆଶଙ୍କା ଥାଏ। ତେବେ ଏଭଳି କ୍ଷେତ୍ରରେ କ’ଣ କରିବେ? କ’ଣ ନାହିଁ? ନିଜର ଯତ୍ନ କିପରି ନେବେ? ଏ ସମସ୍ତ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଗର୍ଭାବସ୍ଥାରେ ଜଟିଳତା କେତେବେଳେ ହୋଇଥାଏ? (0:00)
ଗର୍ଭାବସ୍ଥାରେ ଜଟିଳତା ହେବାର କାରଣ କ’ଣ? (1:55)
ପ୍ରାଥମିକ ଅବସ୍ଥାରୁ କେମିତି ଜାଣିବେ? (3:14)
ମା’ ଓ ଶିଶୁ ଉପରେ କ’ଣ ପ୍ରଭାବ ପଡ଼େ? (5:16)
କ’ଣ କରିବେ? କ’ଣ ନାହିଁ? (6:48)
ଗର୍ଭାବସ୍ଥାରେ ସମସ୍ୟା ହେଲେ ନିଜର ଯତ୍ନ କେମିତି ନେବେ? (8:44)
ପିଲା ଯୋଜନା କରିବା ପୂର୍ବରୁ କ’ଣ କରିବା ଆବଶ୍ୟକ? (10:20)
Pregnant women under 17 or over 35 are considered high-risk pregnancies. A high-risk pregnancy is a pregnancy that involves increased health risks for the pregnant person and for the unborn baby also. Who comes under high-risk pregnancy? What are the major causes of a high-risk pregnancy? Let’s know more from Dr Priyadarshini Tripathy, an Obstetrician & Gynaecologist.
In this Video,
When do complications occur during pregnancy? (0:00)
Causes of high-risk pregnancies (1:55)
How do you know if you are considered high-risk pregnant? (3:14)
Does it mean danger to you and your baby? (5:16)
What are the do’s and don’ts in high-risk pregnancies? (6:48)
How do you manage a high-risk pregnancy? (8:44)
How can you prevent high-risk pregnancy? (10:20)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!