#HealthyKidney #OdiaHealthTips #DoctorAdvice
ଅଧିକାଂଶ ଲୋକଙ୍କର ସାମାନ୍ୟ ଗ୍ୟାସ୍, ମୁଣ୍ଡ ବିନ୍ଧା ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଲେ ପାଖ ମେଡିସିନ୍ ଦୋକାନ ଯାଇ ମନଇଛା ପେନ୍କିଲର ଆଣି ଖାଇଦେଇଥାଆନ୍ତି, ଯାହାକି ସ୍ୱଳ୍ପ ସମୟ ପାଇଁ ଯନ୍ତ୍ରଣାମୁକ୍ତ କରିଥାଏ ସତ, କିନ୍ତୁ ନାନା ସମସ୍ୟା ଯେପରିକି କିଡ୍ନିଜନିତ ସମସ୍ୟାର କାରଣ ହୋଇଥାଏ। ତେବେ ଏନେଇ ଅଧିକ ଜାଣନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀଙ୍କଠାରୁ।
Most people suffer from mild gas, headaches, or knee pain, and go to the nearest drugstore to eat and drink, which is pain-relieving for a short period of time but causes a number of problems, such as kidney problems. Find out what Urologist Dr Sukanta Kumar Padhy is saying.
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!