#ChildhoodObesity #OdiaHealthTips #DoctorAdvice
ପିଲାର ଉଚ୍ଚତା ଏବଂ ବୟସ ଅନୁଯାୟୀ ତାଙ୍କର ଓଜନ ଅଧିକ ଥିଲେ ତାକୁ ମୋଟାପଣ ବା ମେଦବହୁଳତା ବୋଲି କୁହାଯାଏ। ପିଲାର ଶରୀରରେ ଜମା ହୋଇଥିବା ଚର୍ବି ଯୋଗୁଁ ତା’ର ବିକାଶ ଠିକ୍ ଭାବରେ ହୋଇନଥାଏ। ଫଳରେ ଭବିଷ୍ୟତରେ ପିଲା ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହେବାର ଆଶଙ୍କା ବଢ଼ିଯାଏ। ତେବେ ପିଲାଙ୍କର ମୋଟାପଣ କମାଇବା ପାଇଁ ସେମାନଙ୍କର ଡାଏଟ୍ କେମିତି ହେବା ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ’ କ’ଣ କହୁଛନ୍ତି, ଜାଣନ୍ତୁ।
If a child is overweight according to height and age, he or she is called obesity child. As a result, the child’s risk of developing a serious illness in the future increases. So what should be the diet for your child to lose weight? Let’s find out from Dr Pradeep Kumar Dey, a Paediatrician.
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!