#ShortStature #OdiaHealthTips #DoctorAdvice
ବାଙ୍ଗରାପଣ ବା ଗେଡ଼ାପଣ ହେଉଛି ଏକ ଅବସ୍ଥା। ଯଦି ଜଣେ ଶିଶୁର ବୟସ ଅନୁପାତରେ ଉଚ୍ଚତା ଠିକ୍ ନଥାଏ ବା ବଢ଼ୁ ନଥାଏ, ତେବେ ଏହାକୁ ବାଙ୍ଗରାପଣ କହିଥାଉ। ତେବେ ଏହା ହେବାର କାରଣ କ’ଣ? ଏହାକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବା? ସେନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଗେଡ଼ାପଣ ବା ଉଚ୍ଚତା ନ ବଢ଼ିବା (0:00)
ଗେଡ଼ାପଣର କାରଣ (0:21)
ବୟସ ଅନୁସାରେ ଉଚ୍ଚତା ବଢ଼ୁଛି କି ନାହିଁ ଜାଣିବେ କିପରି? (1:40)
ଗେଡ଼ାପଣକୁ ଚିହ୍ନିବା ପାଇଁ ପରୀକ୍ଷା (2:58)
ଏହାର ଚିକିତ୍ସା ସମ୍ଭବ କି? (3:53)
ଗୋଟେ ବୟସ ପରେ ଉଚ୍ଚତା ବଢ଼ିନଥାଏ (6:00)
Despite having the right diet and good health, many parents are worried about the height of their children. Is your child have the right height or is he short according to his age? Let’s know from Dr Sambit Das, an Endocrinologist.
In this Video,
No height or height increase (0:00)
Causes of Short Stature (0:21)
How do you know if your height is increasing with age? (1:40)
Test to identify Short Stature (2:58)
Is it possible to treat it? (3:53)
Height does not increase with a certain age (6:00)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!