#Parkisons #OdiaHealthTips
ପାର୍କିନସନ ରୋଗ ବା କମ୍ପବାତ ହେଉଛି ଏକ ସ୍ନାୟୁଗତ ସମସ୍ୟା। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ରୋଗର ଶିକାର ହୋଇପାରନ୍ତି। ମସ୍ତିଷ୍କରେ ଥିବା ଡୋପାମାଇନ୍ ହରମୋନ୍ ହ୍ରାସ ହେଲେ ପାର୍କିନସନ ରୋଗର ଲକ୍ଷଣ ଦେଖାଯାଇଥାଏ। କେତେ ପାର୍କିନସନ ରୋଗର କାରଣ କ’ଣ? ଏହି ରୋଗକୁ କେମିତି ଚିହ୍ନିବେ? ଏନେଇ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଲୁଲୁପ୍ କୁମାର ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ପାର୍କିନ୍ସନ୍ କ’ଣ? (0:00)
ପାର୍କିନ୍ସନ୍ର ଲକ୍ଷଣ (0:29)
କାହାକୁ ହୋଇପାରେ ପାର୍କିନ୍ସନ୍? (2:29)
ପାର୍କିନ୍ସନ୍ର କାରଣ (3:25)
ପାର୍କିନ୍ସନ୍ର ଚିକିତ୍ସା (4:02)
ପାର୍କିନ୍ସନ୍ ରୋଗର ନିରାକରଣ (8:18)
Parkison’s Disease is a disorder in which a portion of your brain deteriorates over time, resulting in increasingly severe symptoms. This disorder can have a wide range of additional consequences on your senses, cognitive capacity, mental health, and more. It is most recognised for how it impairs muscular coordination, balance, and movement. What are the symptoms of Parkison’s Disease? When should someone with Parkison’s go into care? Let’s know more from Dr Lulup Kumar Sahoo, a Neurologist.
In this Video,
What is Parkison’s Disease? in Odia (0:00)
Symptoms of Parkison’s Disease? in Odia (0:29)
Who is at risk for Parkinson’s Disease? in Odia (2:29)
Causes of Parkinson’s Disease, in Odia (3:25)
Treatments of Parkinson’s Disease, in Odia (4:02)
Prevention of Parkinson’s Disease, in Odia (8:18)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!