#PancreaticCancer #OdiaHealthTips #DoctorAdvice
ପାନ୍କ୍ରିଆଟିକ୍ କ୍ୟାନ୍ସର ବା ପାନ୍କ୍ରିଆଜ୍ ବା ଅଗ୍ନାଶୟରେ କ୍ୟାନ୍ସର କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ବିଷୟରେ ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସୁନୀଲ ଜେସ୍ଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ପାନ୍କ୍ରିଆଟିକ୍ କ୍ୟାନ୍ସର ବା ଅଗ୍ନାଶୟ କର୍କଟ କ’ଣ? (0:00)
ପାନ୍କ୍ରିଆଟିକ୍ କ୍ୟାନ୍ସରର ଲକ୍ଷଣ କ’ଣ ହୋଇପାରେ? (1:42)
ଏହାକୁ ଚିହ୍ନିବା କେମିତି? (3:13)
ଚିକିତ୍ସା କେମିତି ହୁଏ? (4:54)
ଏହାକୁ ରୋକିବେ କିପରି? (8:08)
Pancreatic cancer arises when cells in the pancreas, a glandular organ behind the stomach, begin to multiply out of control and form a mass. Let’s know more about Pancreatic Cancer from Dr Sunil Jaiswal, a Surgical Oncologist.
In this Video,
What is Pancreatic Cancer (0:00)
Symptoms of Pancreatic Cancer (1:42)
How to recognize it? (3:13)
Treatment of Pancreatic Cancer (4:54)
Prevention of Pancreatic Cancer (8:08)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!