#Dengue #OdiaHealthTips
ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। କେମିତି ସଂକ୍ରମଣ କରେ ଡେଙ୍ଗୁ ଭାଇରସ୍? ଏହାର ଜଟିଳତା ସବୁ କ’ଣ କ’ଣ? ଏନେଇ ଆସନ୍ତୁ ଡାକ୍ତର ଏସ୍ ସାଇଦର୍ଶିନୀ କ’ଣ କହୁଛନ୍ତି, ଜାଣିବା।
ଏହି ଭିଡିଓରେ ରହିଛି,
ଡେଙ୍ଗୁ ଜ୍ୱର ହେବାର କାରଣ କ’ଣ? (0:00)
ଡେଙ୍ଗୁ ହେଲେ କେଉଁ କେଉଁ ଲକ୍ଷଣ ଦେଖାଦିଏ? (0:31)
ଡେଙ୍ଗୁ ଜ୍ଵରର ଚିକିତ୍ସା କେମିତି ହୁଏ? (2:30)
ପ୍ଲେଟ୍ଲେଟ୍ କମିଗଲେ କ’ଣ କରିବେ? (4:54)
ଡେଙ୍ଗୁ ହୋଇଥିଲେ ଡାଏଟ୍ କେମିତି ହେବା ଦରକାର? (6:01)
ଡେଙ୍ଗୁରୁ ନିଜକୁ ସୁରକ୍ଷିତ ରଖିବେ କେମିତି? (7:41)
Dengue fever is caused by the bite of an infected Aedes mosquito. Platelets in the body start decreasing very rapidly due to Dengue. Can dengue lead to hospitalization and what can you do to prevent it? Let’s find out from Dr S Saidarshini, a General Physician.
In this Video,
What causes Dengue fever? in Odia (0:00)
Symptoms of Dengue, in Odia (0:31)
How is Dengue fever treated? in Odia (2:30)
What to do if platelets are low? in Odia (4:54)
What should be the diet if you have Dengue? in Odia (6:01)
How to protect yourself from Dengue? in Odia (7:41)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!