#SymptomsofDiabetes #WorldDiabetesDay #OdiaHealthTips
ଜଣେ ବ୍ୟକ୍ତିଙ୍କୁ ଡାଏବେଟିସ୍ ହେଲେ ଏହାର ଲକ୍ଷଣ ଜଣାପଡ଼ିନଥାଏ। ଫଳରେ ବ୍ୟକ୍ତି ଜଣକ ଠିକଣା ସମୟରେ ଏହାର ଚିକିତ୍ସା କରନ୍ତି ନାହିଁ ଏବଂ ଏହା ବିଭିନ୍ନ ଜଟିଳତା ଆଡ଼କୁ ନେଇଯାଏ। ତେଣୁ ଡାଏବେଟିସ୍ର ଲକ୍ଷଣକୁ ଚିହ୍ନିବା ନିହାତି ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଡାଏବେଟିସ୍ର ଲକ୍ଷଣ ବିଷୟରେ ଅଧିକ ଜାଣନ୍ତୁ।
ଏହି ଭିଡିଓରେ ରହିଛି,
ଡାଏବେଟିସ୍କୁ ଚିହ୍ନିବେ କେମିତି? (0:00)
ପ୍ରି- ଡାଏବେଟିସ୍ କ’ଣ? (0:51)
ଲକ୍ଷଣ ଦେଖାଦେଲେ ପରୀକ୍ଷା କରିବା ଜରୁରୀ (2:34)
ନିୟମିତ ବ୍ୟବଧାନରେ ଡାଏବେଟିସ୍ ଟେଷ୍ଟ କରନ୍ତୁ (3:37)
ବର୍ତ୍ତମାନ ଘରେ ଘରେ ଡାଏବେଟିସ୍। ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ହୁଏତ ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୁରାରୋଗ୍ୟଠାରୁ ରକ୍ଷା ପାଇପାରିବା। ଡାଏବେଟିସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ବା ‘ବିଶ୍ଵ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।
Diabetes has emerged as a global health problem today. Uncontrolled diabetes can lead to various complications. Early detection of the symptoms is necessary to manage diabetes. What are the symptoms of Diabetes? Let’s know more from Dr Madhusmita Sahu, an Endocrinologist.
In this Video,
Symptoms of Diabetes, in Odia (0:00)
What is Pre-Diabetes? in Odia (0:51)
How to do a Blood Sugar Test (Diabetes Test)? in Odia (2:34)
How often should a person have a routine Diabetes Check-up? in Odia (3:37)
‘Know Diabetes to No Diabetes’. On the eve of World Diabetes Day, IFI Foundation in association with OdishaLIVE & Swasthya Plus Odia presents a pioneering public health awareness campaign ‘Diabetes Sahita Jeebana: Living with Diabetes from 13-15 November 2023 on prevention and management of Diabetes.
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!