#ContraceptiveMethods #OdiaHealthTips
ଗର୍ଭନିରୋଧକ ପଦ୍ଧତି କେବଳ ଗର୍ଭଧାରଣ ନୁହେଁ ଯୌନ ସଞ୍ଚାରିତ ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ। ତେବେ ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କଠାରୁ ଗର୍ଭନିରୋଧକ ଉପାୟ ବ୍ୟବହାରର ସଠିକ ବୟସ, କେଉଁ ଗର୍ଭନିରୋଧକ ଆପଣଙ୍କ ପାଇଁ ଭଲ ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଗର୍ଭନିରୋଧ କ’ଣ? (0:00)
ଗର୍ଭନିରୋଧକ ବ୍ୟବହାରର ସଠିକ୍ ବୟସ କେତେ? (1:24)
କେତେ ପ୍ରକାରର ଗର୍ଭନିରୋଧ ପ୍ରକ୍ରିୟା ରହିଛି? (2:27)
ଗର୍ଭଧାରଣ ଓ ଯୌନ ସଞ୍ଚାରିତ ସଂକ୍ରମଣକୁ ରୋକିବାରେ ଏହା କେତେ ସହାୟକ? (5:58)
ଏହାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି କି? (7:29)
ଯୌନ ସଞ୍ଚାରିତ ସଂକ୍ରମଣକୁ ରୋକିବାରେ କେଉଁ ଗର୍ଭନିରୋଧ ପଦ୍ଧତି ସହାୟକ? (9:00)
Contraception during sex is not just used to prevent pregnancies but also sexually transmitted infections (STIs). Which condom is better for you? What are the side effects of using contraception? Which contraception protects you against STIs? Lack of awareness and ignorance leads to unwanted situations and resentment later. Let’s hear more about contraception from Dr Priyadarshini Tripathy, an Obstetrician & Gynaecologist.
In this Video,
What is contraception? (0:00)
What is the eligible age for using contraceptives? (1:24)
What are the different types of contraception methods? (2:27)
Does contraception guarantee 100% safety from pregnancy and STIs? (5:58)
What are the health risks and side effects of contraceptives? (7:29)
Which contraceptives protect against STIs?” (9:00)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!