#JockItch #OdiaHealthTips
ସାଧାରଣତଃ କୋଳ ଯାଦୁ ଜଙ୍ଘ ଓ ଏହାର ଆଖପାଖ ସ୍ଥାନରେ ହୋଇଥାଏ, କିନ୍ତୁ ଯାଦୁ ଶରୀରର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ। ଏହାର ଚିକିତ୍ସା ନ କଲେ ଏହା ଧୀରେ ଧୀରେ ଆକାରରେ ବୃଦ୍ଧି ପାଇଥାଏ। ତେଣୁ ଏହାର ଚିକିତ୍ସା କରିବା ଜରୁରୀ। ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରାଙ୍କଠାରୁ କୋଳ ଯାଦୁର ଲକ୍ଷଣ ଓ ଉପଚାର ବିଷୟରେ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
କୋଳ ଯାଦୁ କ’ଣ? (0:00)
କୋଳ ଯାଦୁର ଲକ୍ଷଣ (0:50)
କୋଳ ଯାଦୁ ହେବାର କାରଣ କ’ଣ? (1:30)
କୋଳ ଯାଦୁର ଚିକିତ୍ସା (2:20)
ବିନା ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ବ୍ୟବହାର କରନ୍ତୁ ନାହିଁ (3:16)
ଯାଦୁକୁ ରୋକିବା କିପରି? (4:42)
Jock itch, also known as Tinea Cruris, is a fungal infection that affects the groin area, inner thighs, and buttocks. Jock itch is characterized by red, itchy, and often circular rashes. How to treat Jock Itch? How can we prevent Jock Itch? Let’s know more from Dr Debasmita Behera, a Dermatologist.
In this Video,
What is Jock Itch? in Odia (0:00)
Symptoms of Jock Itch, in Odia (0:50)
Causes of Jock Itch, in Odia (1:30)
Treatment of Jock Itch, in Odia (2:20)
Do not use medicine without consulting a doctor, in Odia (3:16)
Prevention of Jock Itch, in Odia (4:42)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!