#MHDay2023 #MenstrualHygiene #LetsTalkPeriods
ପିରିୟଡସ୍ ଜନିତ କୌଣସି ପ୍ରଶ୍ନ ଥିଲେ କମେଣ୍ଟ କରି ଜଣାନ୍ତୁ।
ପିରିୟଡ୍ସ ବା ଋତୁସ୍ରାବ ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ପ୍ରତିମାସରେ କିଶୋରୀ ଏବଂ ମହିଳାମାନେ ପିରିୟଡ୍ସ ଦେଇ ଗତି କରନ୍ତି। କିନ୍ତୁ ଏବେ ବି ପିରିଅଡସ ପ୍ରତି ଅନେକଙ୍କ ମାନସିକତା – ଲାଜ – ସଙ୍କୋଚ ଦୂରେଇ ନାହିଁ। ଋତୁସ୍ରାବ ଭଳି ଏହି ସ୍ୱାଭାବିକ ପ୍ରକ୍ରିୟା ଝିଅମାନଙ୍କ ପାଇଁ ସମସ୍ୟା ଓ ସଂକୋଚର ବିଷୟ ହୋଇରହିଛି। ଏହି କାରଣରୁ ସେମାନଙ୍କ ଜୀବନ ବିଭିନ୍ନ ପ୍ରକାରରେ ପ୍ରଭାବିତ ହେଉଛି। ଆସନ୍ତୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଜାଣିବା ପିରିୟଡସ୍ ଜନିତ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା, ସ୍ଵଚ୍ଛତା ଓ ପରିଚ୍ଛନତା ବିଷୟରେ।
Comment below and let us know if you have any questions about Periods!
Menstruation is a natural physiological process experienced by adolescent girls and women. However, stigma associated with periods persists in society. By breaking the silence and encouraging empathy, we can dispel misconceptions, alleviate shame, and empower individuals to embrace their bodies’ natural processes. Let’s get all our questions about periods answered by Dr Chinmayee Kar, an Obstetrician & Gynaecologist.
In this video
What is Menstruation (Periods)? in Odia (1:00)
How to maintain good health and hygiene during Periods, in Odia (2:53)
Health problems due to poor menstrual hygiene practices, in Odia (4:44)
Common Periods related health problems, in Odia (5:36)
Menstrual Products and their Uses, in Odia (10:27)
Disposal of Sanitary Pads and their Impact on Environment, in Odia (11:28)
What are the causes of Menstrual Cramps? in Odia (12:07)
Family support during Periods, in Odia (15:04)
Premenstrual Syndrome (PMS): When to consult a doctor? in Odia (17:27)
Causes of Irregular Periods, in Odia (18:03)
What is Polycystic Ovarian Syndrome (PCOS)? in Odia (20:04)
Treatment of Polycystic Ovarian Syndrome (PCOS), in Odia (23:51)
Can PCOS recur after treatment? in Odia (24:35)
Yoga and Exercises for Irregular Periods, in Odia (25:00)
Myth and Misconception related to Periods, in Odia (25:23)
Emergency Contraceptive Pills, in Odia (28:39)
How to prevent Unwanted Pregnancy? in Odia (30:32)
What is Planned Pregnancy? in Odia (31:56)
Is It Safe to Have Sex During Your Period? in Odia (33:06)
When does Menopause start? in Odia (34:05)
Post Menopause Symptoms, in Odia (34:56)
Do I need to consult a doctor during Menopause? in Odia (36:12)
How to take care of yourself during Menopause? in Odia (36:43)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!