#KneeArthritis #OdiaHealthTips
ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇଯାଏ। ଫଳରେ ବିଭିନ୍ନ ଗଣ୍ଠି ଜନିତ ସମସ୍ୟା ଦେଖାଯାଏ। ଆଣ୍ଠୁ ଗଣ୍ଠିବାତ, ଅଷ୍ଟିଓପୋରସିସ୍, ଅଷ୍ଟିଓଆର୍ଥ୍ରାଇଟିସ୍ ଇତ୍ୟାଦି। ତେବେ କାହିଁକି ହୁଏ ଆଣ୍ଠୁ ଗଣ୍ଠିବାତ ରୋଗ ଏହାର ଚିକିତ୍ସା କେମିତି ହୁଏ? ବିନା ସର୍ଜରିରେ ଗଣ୍ଠିବାତ ଯନ୍ତ୍ରଣାରୁ ଲାଘବ ମିଳିପାରିବ କି? ଏନେଇ କ’ଣ କହୁଛନ୍ତି ଡାକ୍ତର ରାଜେନ୍ଦ୍ର ସାହୁ ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ସମସ୍ୟା କ’ଣ? (0:00)
ଆଣ୍ଠୁ ଗଣ୍ଠିବାତ ହେବାର କାରଣ କ’ଣ? (1:28)
ଅଷ୍ଟିଓ ଆର୍ଥ୍ରାଇଟିସ୍ର ଲକ୍ଷଣ କ’ଣ? (3:05)
କେଉଁ କ୍ଷେତ୍ରରେ ସର୍ଜରିର ଆବଶ୍ୟକତା ପଡ଼ିଥାଏ? (4:59)
ଆଣ୍ଠୁରେ ଯନ୍ତ୍ରଣା ହେଲେ କ’ଣ କରିବେ? (6:42)
ଆଣ୍ଠୁ ଆର୍ଥ୍ରାଇଟିସ୍ ଥିଲେ କ’ଣ କରିବେ ନାହିଁ? (9:31)
ବିନା ସର୍ଜରିରେ ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ପାଇବେ କିପରି? (10:51)
ଆର୍ଥ୍ରାଇଟିସ୍ ସମସ୍ୟାର ନିରାକରଣ (14:50)
As we grow older, our bones become weaker. It results in a variety of joint problems. Arthritis, Osteoporosis, Osteoarthritis, and so on. So how to treat Arthritis? Let’s findout more from Dr Rajendra Sahoo, Consultant Spine & Pain.
In this Video,
What is arthritis or joint pain? in Odia (0:00)
Causes of knee arthritis? in Odia (1:28)
Symptoms of osteoarthritis, in Odia (3:05)
In what cases do you need surgery? in Odia (4:59)
What to do if you have knee pain? in Odia (6:42)
What to do if you have knee arthritis? in Odia (9:31)
How to get relief from arthritis pain without surgery? in Odia (10:51)
Prevention of knee arthritis, in Odia (14:50)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!