#BackPainPhysiotherapy #OdiaHealthTips
ଆଜିକାଲି ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅତି ଅଳ୍ପ ବୟସରୁ ଅଣ୍ଟା ବିନ୍ଧା ଆରମ୍ଭ ହେଲାଣି। ଏହାର କାରଣ ଆଧୁନିକ ଜୀବନଶୈଳୀ। ତେବେ ସବୁ ଅଣ୍ଟା ବିନ୍ଧାର କାରଣ ସମାନ ନୁହେଁ କି ସବୁ ଅଣ୍ଟା ବିନ୍ଧାର ଲକ୍ଷଣ ବି ସମାନ ନୁହେଁ ଏବଂ ସବୁ ଅଣ୍ଟା ବିନ୍ଧାର ଚିକିତ୍ସା ମଧ୍ୟ ସମାନ ନୁହେଁ। ତେବେ ଅଣ୍ଟା ବିନ୍ଧାର ଲକ୍ଷଣ ଓ ଏହାର କାରଣକୁ ଚିହ୍ନିବା ପାଇଁ ଭିନ୍ନ ଭିନ୍ନ ପରୀକ୍ଷଣ ଓ କେତେକ ଏକ୍ସରସାଇଜ୍ ବିଷୟରେ ଫିଜିଓଥେରାପିଷ୍ଟ ଡାକ୍ତର ଆଖଣ୍ଡଳ ପ୍ରସାଦ ଆଚାର୍ଯ୍ୟଙ୍କଠାରୁ ଆସନ୍ତୁ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଅଣ୍ଟା ବିନ୍ଧା ହେବାର ମୁଖ୍ୟ କାରଣ କ’ଣ? (0:00)
କେଉଁ କେଉଁ ସମସ୍ୟା ଦେଖାଦେଇଥାଏ? (3:57)
ଅଣ୍ଟା ବ୍ୟଥାର କାରଣ ଜାଣିବା ପାଇଁ ପରୀକ୍ଷା (7:27)
ଭିନ୍ନ ଭିନ୍ନ ପଦ୍ଧତିରେ ଅଣ୍ଟା ବ୍ୟଥାର କାରଣକୁ ନିରୂପଣ କରାଯାଏ? (12:22)
ଏକ୍ସ-ରେ ଦ୍ୱାରା ସମସ୍ୟା କେଉଁଠି ରହିଛି, ତାହା ପରୀକ୍ଷା କରାଯାଏ? (13:40)
ଅଣ୍ଟା ବ୍ୟଥା ରୋକିବା ପାଇଁ ଫିଜିଓଥେରାପି (16:38)
Back pain has become a common problem nowadays. Often people complain of back pain while working. How can we diagnose back pain? How can physiotherapy help to relieve back pain? Let’s know more from Dr Akhandal Prasad Acharya, Physiotherapist.
In this Video,
Causes of back pain, in Odia (0:00)
Problems associated with back pain, in Odia (3:57)
Tests to diagnose back pain, in Odia (7:27)
Cause of back pain is diagnosed in different ways, in Odia (12:22)
X-ray examinations to identify back pain, in Odia (13:40)
Physiotherapy to prevent back pain, in Odia (16:38)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!