#SlippedDisc #OdiaHealthTips
ସାଧାରଣତଃ ବୟସ ବଢ଼ିବା ସହିତ ସ୍ଲିପ୍ ଡିସ୍କ ହେବାର ଆଶଙ୍କା ବଢ଼ିଥାଏ। ତେବେ ସ୍ଲିପ୍ ଡିସ୍କ କ’ଣ? ଏହାର କାରଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଡାକ୍ତର ସାର୍ଥକ ମହାନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ସ୍ଲିପ୍ ଡିସ୍କ କ’ଣ ଓ ଏହାର କାରଣ? (0:00)
ସ୍ଲିପ୍ ଡିସ୍କ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ? (2:01)
ଏହାର ଚିକିତ୍ସା କେମିତି କରାଯାଏ? (3:18)
ଏହାକୁ ରୋକିବେ କିପରି? (5:31)
Having back pain seems to be a common thing and it usually happens to everyone. But with this type of pain, if you feel a tingling or burning sensation in your spine, it may be due to a slipped disc. Let’s know more from Dr Sarthak Mohanty, an Orthopedic Surgeon.
In this Video,
What is Slipped Disc & Causes of Slipped Disc (0:00)
Symptoms of Slipped Disc (2:01)
Treatment of Slipped Disc (3:18)
Prevention of Slipped Disc (5:31)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!