#SarcomaCancer #OdiaHealthTips #DoctorAdvice
ସାର୍କୋମା ହେଉଛି ଏକ ପ୍ରକାର ବିରଳ କ୍ୟାନ୍ସର। ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସୁନୀଲ ଜେସ୍ଓ୍ୱାଲ, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ସାର୍କୋମା କ’ଣ? (0:00)
ସାର୍କୋମା କାହିଁକି ହୋଇଥାଏ? (0:31)
ଏହାର ଲକ୍ଷଣ କ’ଣ? (1:54)
ଏହାର ଚିକିତ୍ସା କେମିତି ହୁଏ? (3:33)
ସାର୍କୋମାର ନିରାକରଣ (4:57)
କାହିଁକି ବଢ଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା? (5:25)
ଡାକ୍ତରଙ୍କ ପରାମର୍ଶ (6:12)
A sarcoma is a rare kind of cancer. Let’s know more about the causes, symptoms, and treatment of Sarcoma Cancer from Dr Sunil Jaiswal, a Surgical Oncologist.
In this Video,
What is Sarcoma Cancer? (0:00)
Causes of Sarcoma Cancer (0:31)
Symptoms of Sarcoma Cancer (1:54)
Treatment of Sarcoma Cancer (3:33)
Prevention of Sarcoma Cancer (4:57)
Why is the number of cancer patients increasing? (5:25)
Doctor’s Advice (6:12)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!