#UrinaryIncontinence #OdiaHealthTips
ପରିସ୍ରା ନରୋକିପାରିବା ବା ପରିସ୍ରା ରୋକିବାରେ ଅସୁବିଧା ହେବା, ଏହି ସମସ୍ୟାକୁ ୟୁରିନାରି ଇନ୍କଣ୍ଟିନେନ୍ସ ବୋଲି କୁହାଯାଏ। କାହାକୁ ଏହି ସମସ୍ୟା ହେବାର ଆଶଙ୍କା ଥାଏ? ୟୁରିନାରି ଇନ୍କଣ୍ଟିନେନ୍ସର ଚିକିତ୍ସା କ’ଣ? ଆସନ୍ତୁ ୟୁରୋଲୋଜିଷ୍ଟ ଡାକ୍ତର ଜ୍ୟୋତି ମୋହନ ତୋଷଙ୍କଠାରୁ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ୟୁରିନାରି ଇନ୍କଣ୍ଟିନେନ୍ସ (ପରିସ୍ରା ରୋକି ନପାରିବା) କ’ଣ? (0:00)
ପରିସ୍ରା ନରୋକିବା ସହ ଅନ୍ୟ କେଉଁସବୁ ଲକ୍ଷଣ ଦେଖାଦିଏ? (0:53)
ପରିସ୍ରା ନରୋକି ପାରିବାର କାରଣ (2:47)
ଛିଙ୍କ ବା କାଶ ହେଲେ ପରିସ୍ରା ହୋଇଯିବା କ’ଣ ୟୁରିନାରି ଇନ୍କଣ୍ଟିନେନ୍ସର ଲକ୍ଷଣ? (6:27)
ବୟସ ବଢ଼ିଲେ ଏହି ସମସ୍ୟା ହୋଇଥାଏ କି? (7:13)
ୟୁରିନାରି ଇନ୍କଣ୍ଟିନେନ୍ସର ପରୀକ୍ଷା (9:40)
ୟୁରିନାରି ଇନ୍କଣ୍ଟିନେନ୍ସର ଚିକିତ୍ସା (12:43)
ଏହି ସମସ୍ୟାକୁ ରୋକିବେ କିପରି? (14:29)
Urinary Incontinence refers to uncontrollable urine leaks or irregularities in passing urine. Urinary Incontinence includes passing urine without an urge to, wetting your clothes frequently, and urine leaks while lifting something heavy or while sneezing and coughing. What causes Urinary Incontinence? How to treat Urinary Incontinence? Let’s know from Dr Jyoti Mohan Tosh, a Urologist.
In this Video,
What is Urinary Incontinence? in Odia (0:00)
What are the other symptoms associated with Urinary Incontinence? in Odia (0:53)
Causes of Urinary Incontinence, in Odia (2:47)
Is urination when sneezing or coughing a symptom of Urinary Incontinence? in Odia (6:27)
At what age is Urinary Incontinence more likely to occur? in Odia (7:13)
Diagnosis of Urinary Incontinence, in Odia (9:40)
Treatment of Urinary Incontinence, in Odia (12:43)
Prevention of Urinary Incontinence, in Odia (14:29)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!