#FoodandNutrition #OdiaHealthTips #DoctorAdvice
ସାଧାରଣତଃ ଜ୍ୱର ହେଲେ କିଛି ଖାଇବା ପାଇଁ ଇଛା ହୁଏ ନାହିଁ। ପାଟିକୁ ଅରୁଚି ଲାଗେ। କେତେକ ଲୋକଙ୍କୁ ଜ୍ୱର ହୋଇଥିବା ସମୟରେ ବାନ୍ତି ଲାଗିବା, କୋଷ୍ଠକାଠିନ୍ୟ ସମସ୍ୟା, ପେଟ ଫାମ୍ପିଲା ଭଳି ଅନୁଭୂତ ହୋଇଥାଏ। ଏଭଳି ସମୟରେ କେଉଁ ଭଳି ଖାଦ୍ୟ ଖାଇଲେ ସହଜରେ ହଜମ ହୋଇପାରିବ ଓ ପାଟିକୁ ମଧ୍ୟ ଭଲ ଲାଗିବ। ଏନେଇ ଡାଏଟିସିଆନ୍ ଅନ୍ମୟୀ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
Fever usually does not make you want to eat anything. The mouth feels uneasy. Some people experience vomiting, constipation, and stomach cramps when they have a fever. What to eat at such a time can be easily digested and the mouth will also like it? Let’s find out more from Dietician Anmayee Nanda.
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!