#AnaemiainPregnancy #OdiaHealthTips
ଗର୍ଭାବସ୍ଥାରେ ଆନେମିଆ ବା ରକ୍ତହୀନତାର ଅଭାବ ଦେଖାଦେଲେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ। ଆସନ୍ତୁ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଜାଣିବା ଗର୍ଭାବସ୍ଥାରେ ଆନେମିଆ ସମ୍ପର୍କରେ।
ଏହି ଭିଡିଓରେ ରହିଛି,
ଗର୍ଭାବସ୍ଥାରେ ରକ୍ତହୀନତା (0:00)
ଗର୍ଭାବସ୍ଥାରେ ରକ୍ତହୀନତା ହେଲେ କେଉଁ କେଉଁ ଲକ୍ଷଣ ଦେଖାଦିଏ? (0:23)
କେଉଁମାନଙ୍କୁ ହେବାର ଆଶଙ୍କା ଅଧିକ? (1:20)
ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ (2:39)
ଗର୍ଭାବସ୍ଥାରେ ରକ୍ତହୀନତାର ଉପଚାର କ’ଣ? (3:48)
ଗର୍ଭଧାରଣ ପରେ ରକ୍ତହୀନତାକୁ ରୋକିବେ କିପରି? (6:19)
Anaemia during pregnancy occurs when the blood lacks enough healthy red blood cells. This leads to fatigue, weakness, and shortness of breath. It’s often caused by iron deficiency. How to treat Anaemia during pregnancy? Let’s know more from Dr Monica Gupta, a Gynaecologist.
In this Video,
What is Anaemia during Pregnancy? in Odia (0:00)
Symptoms of Anaemia During Pregnancy, in Odia (0:23)
Who is at risk for developing Anaemia during Pregnancy? in Odia (1:20)
Effects of Anaemia on mother and fetus, in Odia (2:39)
Treatment for Anaemia during Pregnancy, in Odia (3:48)
Prevention of Anaemia during Pregnancy, in Odia (6:19)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!